ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ଶିମିଳିପୁର ପଂଚାୟତର ଶିମିଳିପୁର ସେବାସମିତିର ସଭାପତି ବିଭୂପ୍ରସାଦ ସାମଲ ଆନୁଷ୍ଠାନିକ ଭାବେ ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମିତିର ସଂପାଦକ ଫକୀର ନାୟକ, ନିର୍ଦ୍ଦେଶକ ସନ୍ତୋଷ ସାହୁ, ଗୋବର୍ଦ୍ଧନ ନାୟକ, ସମିତିର କର୍ମଚାରୀ ବିଜୟ ନାୟକ ପ୍ରମୁଖ ଯୋଗଦେଇଥିଲେ ।
