ବାଙ୍କୀ ଉପଖଣ୍ଡ ଗୃହନିର୍ମାଣ ସଂସ୍ଥା ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବାଙ୍କୀ ଉପଖଣ୍ଡସ୍ଥ ଗୃହନିର୍ମାଣ ସଂସ୍ଥା ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ସଂସ୍ଥାର ସଭାପତି ଆଇନଜୀବୀ ସନ୍ତୋଷ କୁମାର ରଣା,

ନିର୍ଦ୍ଦେଶକ ବଲ୍ଲଭ କୁମାର ସାମଲ, ମନୋଜ ମହାପାତ୍ର, ସଂସ୍ଥାର ସଂପାଦକ ପ୍ରଫୁଲ୍ଲ ଗୋଚ୍ଛି ପ୍ରମୁଖ ଉପସ୍ଥିତ ରହି ଜାତୀୟ ପତାକାକୁ ସମ୍ମାନ ଜଣାଇଥିଲେ ।

Exit mobile version