ବିବେକାନନ୍ଦ ପବ୍ଲିକ ବିଦ୍ୟାଳୟ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବାଙ୍କୀ ସହରରେ ଅବସ୍ଥିତ ବିବେକାନନ୍ଦ ପବ୍ଲିକ ବିଦ୍ୟାଳୟ ଆନୁକୁଲ୍ୟରେ ବିଦ୍ୟାଳୟ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ପରିଚାଳନା କମିଟିର ସଭପାତି ଆଦିତ୍ୟ ପ୍ରସାଦ ପାଣି ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସଂପାଦକ ସନ୍ତୋଷ କୁମାର ରଣା,

ବିଦ୍ୟାଳୟର ଅଧ୍ୟକ୍ଷା ପ୍ରିତିମଞ୍ଜରୀ ସାହୁ, ପରିଚାଳନା କମିଟି ସଭ୍ୟ ନାରାୟଣ ସାହୁ, ସହସଂପାଦକ ରମେଶ ଚନ୍ଦ୍ର ବେହେରା, ପ୍ରଶାନ୍ତ କୁମାର ମହାପାତ୍ର ପ୍ରମୁଖ ଯୋଗଦାନ କରି ଜାତୀୟ ପତାକାକୁ ସମ୍ମାନ ଜଣାଇଥିଲେ ।

Exit mobile version