ବାଙ୍କୀ ବୟୋଜ୍ୟେଷ୍ଠ ନାଗରିକ ସଂଘ ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ

ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବାଙ୍କୀ ବୟୋଜ୍ୟେଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ଠାରେ ସଂଘ ସଂପାଦକ ପ୍ରଫୁଲ୍ଲ କୁମାର ପଣ୍ଡା ୭୭ତମ ସାଧାରଣ ଦିବସ ଉପଲକ୍ଷେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଳଭଦ୍ର ପଣ୍ଡା,

ଶ୍ରୀବତ୍ସ ନାୟକ , ସୁବାସ ଚନ୍ଦ୍ର ପ୍ରହରାଜ, ଶରତ ଚନ୍ଦ୍ର ଦିକ୍ଷୀତ, ନୀଳମାଧବ ମିଶ୍ର, ବୁଦ୍ଧେଶ୍ୱର ବେହେରା, କୁମର ପ୍ରଧାନ, ହରିହର ମହାପାତ୍ରଙ୍କ ସମେତ ବହୁ ସଭ୍ୟ ଯୋଗଦେଇ ତାଜୀୟ ପତାକା ପ୍ରତି ସମ୍ମାନ ପ୍ରଦାନ କରିଥିଲେ ।

Exit mobile version