ତାଲୁକ ଆଇନ୍ ସେବା କମିଟି, ରଣପୁର
ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସୋମବାର ଦିନ ସକାଳ 8:30 ମିନିଟ ରେ ସାଇକେଲ ରାଲି ମାଧ୍ୟମରେ , ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଅଛି । ଏହି ସଚେତନତା କାର୍ଯ୍ୟକ୍ରମ ର ଶୁଭାରମ୍ଭ, ରଣପୁର କୋର୍ଟ ର ବରିଷ୍ଠ ବିଚାରପତି ଶ୍ରୀମତୀ ଅନୁଶ୍ରୁତୀ ଚୌଧୁରୀ ଓ ଶ୍ରୀଯୁକ୍ତ ପୁନ୍ୟଶ୍ଲୋକ ଦାଶ ମହୋଦୟ ଙ୍କ କର କମଳରେ ହୋଇଥିଲା ।
