Home ଓଡ଼ିଶା ବିକଶିତ ଭାରତ ଯୁବ ନେତୃତ୍ବ ସମ୍ବାଦ-୨୦୨୬ ରେ କୃତିତ୍ୱ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ବେଲପଡ଼ା (ଓଡ଼ିଶା ତାଜା ନୀଉଜ) ନି ପ୍ର :- ବଲାଙ୍ଗୀର ଜିଲ୍ଲା ତୁରକେଲା ବ୍ଲକ ସୂଚନା ଅନୁଯାୟୀ ପୁଣି ଜଣେ ଯୁବ ବାଳିକା କଣ୍ଟାବାଞ୍ଜି କୁ ଗୌରବାନ୍ୱିତ କରିଛନ୍ତି, ନମ୍ରତା ବଂଶଲ୍, ବ୍ୟବସାୟୀ ଅଶୋକ ବଂସଲ ଙ୍କ ସୂପୁତ୍ରୀ ଓ ପୂର୍ବତନ ଛାତ୍ରୀ ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି , ବିକଶିତ ଭାରତ ଯୁବ ନେତୃତ୍ବ ସମ୍ବାଦ ୨୦୨୬ ରେ ବିଷୟ ବିକଶିତ ଭାରତ ପାଇଁ ଭବିଷ୍ୟତ ପ୍ରସ୍ତୁତ କର୍ମଶକ୍ତି ନିର୍ମାଣ ରେ ଓଡ଼ିଶା ରାଜ୍ୟ ରୁ ଦ୍ୱିତୀୟ ସ୍ଥାନ ଅଧିକାର କରି , ଓଡ଼ିଶା କୁ ଜାତୀୟ ସ୍ତରରେ , ନୂଆ ଦିଲ୍ଲୀ ର ଭାରତ ମଣ୍ଡପମ ରେ ଗତ ୯ ଜାନୁଆରୀ ରୁ ୧୨ ଜାନୁଆରୀ ୨୦୨୬ ମଧ୍ୟରେ ପ୍ରତିନିଧିତ୍ଵ କରିଥିଲେ l ସେ ଏହି ସମୟରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଙ୍କ ସହ ସମ୍ବାଦ କାର୍ଯକ୍ରମ ଓ ନୈଶ ଭୋଜି ରେ ଯୋଗ ଦେଇଥିଲେ l ତାଙ୍କର ଏହି କୃତିତ୍ୱ ପାଇଁ କଣ୍ଟାବାଞ୍ଜି ତଥା ରାଜ୍ୟ କୁ ଗୌରବାନ୍ଵିତ କରିଛନ୍ତି , ଏଥି ପାଇଁ ତାଙ୍କୁ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତ, ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ଅଭିନନ୍ଦନ ଜଣାଇଛନ୍ତି l Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ୮୦ତମ ସ୍ଵାଧୀନତା ଦିବସ ଚିଲିକା ବ୍ଲକ ଅନ୍ତର୍ଗତ ଅପର୍ତ୍ତୀ ଉଚ୍ଚ ବିଦ୍ୟାଳୟ ନଈରୀରେ ପାଳିତ ହୋଇଯାଇଛି by Proprietor Abhimanyu Maharana August 17, 2026 ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଜାଗ୍ରୃତିକା ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଆଇପିଏସ ଅଧିକାରୀ ଶ୍ରୀ ବିନୟତୋଷ ମିଶ୍ର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭାବେ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 17, 2026 ଭାପୁର ପ୍ରେସ କ୍ଳବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ରକ୍ତଦାନ ଶିବିର କୁ ଉଦଘାଟନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ by Proprietor Abhimanyu Maharana August 17, 2026