ଓଡ଼ିଶା ତାଜା ନ୍ୟୁଜ (୨୨ ସେପ୍ଟେମ୍ବର ମଙ୍ଗଳବାର) ଖାନନଗର :- ଯାତ୍ରୀବାହୀ ବସ ବନଦୁର୍ଗା ଦୁର୍ଘଟଣାଗ୍ରସ୍ତ। ୧୬ ନମ୍ବର ଜାତୀୟ ରାଜପଥର ଖାନନଗର ନିକଟରେ ବାଲେଶ୍ବରରୁ ଭୁବନେଶ୍ବର ଯାଉଥିବା ଏକ ଘରୋଇ ବସ ଦୁର୍ଘଟଣା ହୋଇଛି । ସମାନ ଦିଗରେ ଯାଉଥିବା ଗୋଟିଏ ଟ୍ରକ ସାଇଡ ମାରିବା ଯୋଗୁଁ ବସଟି ରୋଡ୍ ଡିଭାଇଡର ଉପରକୁ ଚଢିଯାଇଥିଲା । ତବେ ବସଟିର ଆଗ ଅଂଶ ଭାଙ୍ଗି ଯାଇଥିଲେ ବି ଯାତ୍ରୀମାନେ କେହି ଗୁରୁତର ଆହତ ହୋଇ ନାହାଁନ୍ତି । କିଛି ସମୟ ପାଇଁ ସେଠାରେ ରାସ୍ତା ଜାମ୍ ହୋଇଯାଇଥିଲା । (ଦୀପ୍ତିମାନ ପତି /ବାଲେଶ୍ୱର )
ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ
by
Proprietor Abhimanyu Maharana
September 18, 2026
ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ
by
Proprietor Abhimanyu Maharana
September 18, 2026
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା
by
Proprietor Abhimanyu Maharana
September 18, 2026
ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ
by
Proprietor Abhimanyu Maharana
September 18, 2026
ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ
by
Proprietor Abhimanyu Maharana
September 18, 2026
ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି
by
Proprietor Abhimanyu Maharana
September 18, 2026