ଓଁ କୂଳ ଗଙ୍ଗାୟ ନମଃ ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ର ବନ୍ଧୁ ମିଳନ ଓ ମହାସଭା ପ୍ରସ୍ଥିତୀ ବୈଠକ ଅନୁଷ୍ଠିତ

ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ତରଫରୁ ଦସେଇ ପୁର ଶ୍ରୀ ଶ୍ରୀ ମା ବେହେରା ପାତ୍ର ମନ୍ଦିର ପ୍ରାଙ୍ଗଣରେ ବନ୍ଧୁ ମିଳନ ସମିଳନୀ ଅନୁଷ୍ଠିତ ହୋଇଥିଲା ଏଥିରେ ନିଖିଳ ଉତ୍କଳ ତୈଳିକ ବୈଶ୍ୟ ସମାଜ ର ରାଜ୍ୟ ସଭାପତି ଶ୍ରୀ ରଘୁନାଥସାହୁମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ଉପ ସଭାପତି ଶ୍ରୀ ରବୀନ୍ଦ୍ର କୁମାର ସାହୁ,

ଉପଦେଷ୍ଟା ଶ୍ରୀ ଯୋଗେଶ୍ୱର ସାହୁ ଯୋଗ ଦେଇଥିଲେ କେନ୍ଦ୍ରୀୟ ପରିଷଦ ତରଫରୁ ସଭାପତି ଶ୍ରୀ ଦଣ୍ଡସୀ ସାହୁ, ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁ, ଉପ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ସାହୁ, ଚିକିଟି, ଉପ ସଭାପତି ପ୍ରଶାନ୍ତ କୁମାର ସାହୁ, ମୋହନା ଉପଦେଷ୍ଟା ଶ୍ରୀ ଯୋଗୀ ସାହୁ,

ସାଧାରଣ ସମ୍ପାଦକ ଶ୍ରୀ ଲଖ୍ମଣ କୁମାର ସାହୁ, ସଂଗଠନ ସମ୍ପାଦକ ଶ୍ରୀ ନୀଳମଣି ସାହୁ ଓ ସମସ୍ତ କେନ୍ଦ୍ରୀୟ ପରିଷଦ ର କର୍ମ କର୍ତ୍ତା ଓ ସମସ୍ତ ଆଞ୍ଚଳିକ ପରିଷଦ ର ସଭାପତି, ସମ୍ପାଦକ ଓ ସବୁ ଗ୍ରାମ୍ୟ ପରିଷଦ ର ସଭାପତି ଓ ସମ୍ପାଦକ ମାନେ ବହୁତ ସଂଖ୍ୟରେ ଯୋଗ ଦେଇଥିଲେ ।

Exit mobile version