ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଉତ୍କଳ ହସ୍ପିଟାଲରେ “କ୍ଲିନିକାଲ ହେମାଟୋଲୋଜି, ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ (BMT) ଓ ସେଲ୍ୟୁଲାର ଥେରାପି” ଉଦ୍ଦେଶ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ସମ୍ମେଳନରେ ପ୍ରଫେସର ଡା. ଆର. କେ. ଜେନା ନିର୍ଦ୍ଦେଶକ,ହେମାଟୋଲୋଜି ଓ ସେଲ୍ୟୁଲାର ଥେରାପି, ଅତିରିକ୍ତ ନିର୍ଦ୍ଦେଶକ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ (BMT), ଡା. ଅମିୟ ରଞ୍ଜନ ନାୟକ କନସଲଟାଣ୍ଟ – କ୍ଲିନିକାଲ ହେମାଟୋଲୋଜି, BMT ଓ ସେଲ୍ୟୁଲାର ଥେରାପି, ଡା. ବିଶ୍ୱଜିତ ଭୁୟାନ କନସଲଟାଣ୍ଟ କ୍ଲିନିକାଲ ହେମାଟୋଲୋଜି ଓ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ,
