ଖଣ୍ଡପଡ଼ା ଏସ୍ଡିପିଙ୍କ ନାମରେ ଡିଜିଙ୍କୁ ଫେରାଦ ଘଟଣା ଏସ୍ପିଙ୍କୁ ଭେଟି ଅଭିଯୋଗ ଜଣାଇଲେ ପୀଡ଼ିତା

ଏପରିକି ପୀଡ଼ିତା ମଞ୍ଜୁଙ୍କ ବାପା ଓ ଭାଇଙ୍କୁ ଏସ୍ଡିପିଓ ମାଡ଼ ମାରି ତାଙ୍କ କାର୍ଯ୍ୟାଳୟରୁ ବାହାର କରି ଦେଇଥିବା ସେ କହିଛନ୍ତି । ଆଜି ପୀଡ଼ିତା ଜଣଙ୍କ ନୟାଗଡ଼ ଏସ୍ପି ଏସ୍ ସୁଶ୍ରୀଙ୍କୁ ସାକ୍ଷାତ କରି ଘଟଣା ବାବଦରେ ଅବଗତ କରିଥିଲେ । ଏସ୍ପି ସମସ୍ତ ବିଷୟ ଶୁଣିବା ପରେ ଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିବା ପୀଡ଼ିତା କହିଛନ୍ତି ।
Related Content
ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ
by
Proprietor Abhimanyu Maharana
April 23, 2026
Vigilance Day against Child Marriage on the Occasion of Akshaya Tritiya
by
Proprietor Abhimanyu Maharana
April 23, 2026
ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ
by
Proprietor Abhimanyu Maharana
April 23, 2026
କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ
by
Proprietor Abhimanyu Maharana
April 23, 2026
ଏପ୍ରିଲ ୨୬ ରେ ୧୭ତମ ଅଲଇଣ୍ଡିଆ ନୀଳାଚଳ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ
by
Proprietor Abhimanyu Maharana
April 23, 2026
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ କେନ୍ଦ୍ରାପଡ଼ାରେ ୩୩ ଜଣ କନ୍ୟାଙ୍କ ସାମୂହିକ ବିବାହ ସମ୍ପର୍ଣ୍ଣ
by
Proprietor Abhimanyu Maharana
April 23, 2026