ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଲକ୍ଷ୍ନେଠାରେ ଆୟୋଜିତ 86ତମ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ ସହ 62ତମ ବିଧାନସଭାର ସଚିବମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଯୋଗଦେଇ ଓଡ଼ିଶା ବିଧାନସଭାର ସଚିବ ଶ୍ରୀ ସତ୍ଯବ୍ରତ ରାଉତ ବିଧାନସଭାର କାର୍ଯ୍ୟଭାର ଓ ପରିସର ବୃଦ୍ଧି ସହ ଅଧିକ କର୍ମଚାରୀମାନଙ୍କ ନିଯୁକ୍ତି,
