ହାଡଭଙ୍ଗା ଶୀତ ରେ ଥରୁଛି ବାଲିଗୁଡା ସହର : କୃଷି, ଶ୍ରମିକ, ବ୍ୟବସାୟୀକ କାର୍ଯ୍ୟକ୍ଷେତ୍ର ହେଉଛି ବାଧାପ୍ରାପ୍ତ
ପର୍ଯ୍ୟଟକ ମାନେ ଏଠାକୁ ପିକ୍ନିକ୍ କରିବାକୁ ଆସୁଥିବାରୁ ପ୍ରବଳ ଭିଡ ଜମୁଛି । ପର୍ଯ୍ୟଟନ ବିଭାଗ ତରଫରୁ ସମସ୍ତ ପର୍ଯ୍ୟଟନସ୍ଥଳ ରହିବା ପାଇଁ ସୁବିଧା କିଛି କରାଯାଇନାହିଁ । ନିକଟସ୍ଥ ସହରରେ ଥିବା ଲଜ୍ ଓ ହୋଟେଲରେ ପର୍ଯ୍ୟଟକ ମାନେ ଅଧିକା ଖର୍ଚ୍ଚ ରେ ରହୁଛନ୍ତି । କନ୍ଧମାଳ ଜିଲ୍ଲାରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀର ବିକାଶ କରିବା ପାଇଁ ଅଞ୍ଚଳ ବାସୀଙ୍କ ତରଫରୁ ଦାବି ହେଉଛି ।
Related Content
ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ
by
Proprietor Abhimanyu Maharana
August 10, 2026
Suryakheetra Foundation hosts Climate Conclave in Delhi
by
Proprietor Abhimanyu Maharana
August 10, 2026
ବାଙ୍କୋଇ - ପାଟବନ୍ଧ ଗ୍ରାମ୍ୟ ଉର୍ନ୍ନୟନ ରାସ୍ତା ମରଣଯନ୍ତା ପରିଣତ
by
Proprietor Abhimanyu Maharana
August 10, 2026
ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଆରଙ୍ଗ ମହାନଦୀ - ଟିଟିଲାଗଡ ସେକ୍ସନ ନିରୀକ୍ଷଣ
by
Proprietor Abhimanyu Maharana
August 10, 2026
ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ କବୀମାନେ ଯତ୍ନ୍ନବାନ ହୁଅନ୍ତୁ
by
Proprietor Abhimanyu Maharana
August 10, 2026
ସ୍ବର୍ଗତ ଛାତ୍ର ସନ୍ତୋଷ ସାହୁଙ୍କ ସ୍ମୃତି ଚାରଣ ସଭା
by
Proprietor Abhimanyu Maharana
August 10, 2026