ବିରିବାଟି ବଜାର କମିଟିର ବାର୍ଷିକ ଉତ୍ସବରେ ନୀଳଚକ୍ର ଭଜନ ସଂଧ୍ୟା
ସଦସ୍ଯ ଶ୍ରୀଯୁକ୍ତ ବିପିନି ସାହୁ,ରାଇଜ ବାବୁ,ଶ୍ରୀଯୁକ୍ତ ବିଭୁତି ପତି ଓ ଶ୍ରୀଯୁକ୍ତ ଅଜୟ କୁମାର ଖଟୁଆ ପ୍ରମୁଖ ଯୋଗ ଦାନ କରି ଅଂଶ ଗ୍ରହଣ କରିଥିଲେ । ଗାୟିକା ମିରା ମହାନ୍ତି,କ୍ରିଷ୍ଣା,କୌଶିକ୍ ସଂଜୀବ କୁମାର ମହାରଣା,ଓ ମନସ୍ମୀତା ଭଜନ ପରିବେଷଣ କରି ଭକ୍ତିର ସାଗର ସୃଷ୍ଟି କରିଥିଲେ । ସର୍ବ ଶେଷରେ ବିଶିଷ୍ଟ ସାରସ୍ବତ ସାଧକ କବି ବିଧୁ ଭୁଷଣ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।
Related Content
ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ
by
Proprietor Abhimanyu Maharana
April 29, 2026
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା
by
Proprietor Abhimanyu Maharana
April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ
by
Proprietor Abhimanyu Maharana
April 29, 2026
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ
by
Proprietor Abhimanyu Maharana
April 29, 2026
ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର
by
Proprietor Abhimanyu Maharana
April 29, 2026
ଷ୍ଟେସନ ଓ ଜିଲ୍ଲା ସ୍ଲୁଲ ଛକ ରାସ୍ତା ହେଉନାହିଁ ଓସାର ମହାନଗର ନିଗମ ଅଧିକାରୀ ନିରବଦ୍ରଷ୍ଟା
by
Proprietor Abhimanyu Maharana
April 28, 2026