ମଦ ବିକ୍ରି କରୁଥିବା ସମୟରେ ପୋଲିସ ର ଅଚାନକ ଚଢଉ – ୧୫ ଲିଟର ମଦ ଜବତ

ଓଡ଼ିଶା ତାଜା ନ୍ୟୁଜ (୨୧ ସେପ୍ଟେମ୍ବର ସୋମବାର) ଇଟାମାଟି :- ନୟାଗଡ଼ ବ୍ଲକର ନୋତର ପଞ୍ଚାୟତ ର ଆଦର୍ଶ ବିଦ୍ୟାଳୟ ନିକଟରେ ଆଜି ଏକ କ୍ୟାବିନ୍ ମଧ୍ୟରେ ମଦ ବିକ୍ରି କରୁଥିବା ସମୟରେ ଅଚାନକ ଇଟାମାଟି ଥାନା ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ ଚଢଉ କରି ୧୫ ଲିଟର ମଦ ଜବତ କରିବା ସହ ଏକ ମଦ ବେପାରୀ କୁ ଗିରଫ କରିଛନ୍ତି । ପୋଲିସ ୧୩୨/୨୦ ରେ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

Exit mobile version