କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଭାଷା ଏବଂ ଭାବକୁ ନେଇ ମଣିଷ ଯେଉଁ ଖେଳ ଖେଳେ ତାହା ହେଉଛି ଅସଲ ସାହିତ୍ୟ । ଭାଷା ଦୁର୍ବଳ ହେଲେ ସାହିତ୍ୟ ସମୃଦ୍ଧ ହେବ ନାହିଁ । ଭାବର ଅଭାବ ଘଟିଲେ ସେ ସାହିତ୍ୟିକ ହୋଇପାରିବ ନାହିଁ। ଭାବର ଅଭାବ କାହା ପାଇଁ ଘଟିଛି ଏବଂ କାହିଁକି ଘଟୁଛି ସେ ସମ୍ପର୍କରେ ଅଧିକ ଆତ୍ମସମୀକ୍ଷାର ଆବଶ୍ୟକତା ରହିଛି। ଶ୍ରୀରାମ ଚନ୍ଦ୍ର ଭବନରେ ଡକ୍ଟର୍ ଚିତ୍ତରଞ୍ଜନ ବେହେରାଙ୍କ କୃତି ଓ କୃତିତ୍ବକୁ ନେଇ ପ୍ରଫେସର୍ ବୈଷ୍ଣବ ଚରଣ ସାମଲଙ୍କ ସମ୍ପାଦିତ ଚିତ୍ତରଞ୍ଜନଙ୍କ ସାରସ୍ବତ ସର୍ଜନ,
