ପାରଳାଖେମୁଣ୍ଡି ପୋଲିସ ଦ୍ୱାରା ନୂଆଁବଷ୍ଟାଣ୍ଡ ରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହତ୍ୟା ନେଇ ସନ୍ଦେହ – ପାରଳାଖେମୁଣ୍ଡି

ଓଡ଼ିଶା ତାଜା ନ୍ୟୁଜ (୨୧ ସେପ୍ଟେମ୍ବର ସୋମବାର) ପଦ୍ମପୁର :- ସ୍ଥାନୀୟ ପୋଲିସ ଫାଣ୍ଡି ଠାରୁ ମାତ୍ର ୧ ସହ ମିଟର ରେ ଥିବା ନୁଆ ବସଷ୍ଟାଣ୍ଡ ନିକଟରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ପାରଳାଖେମୁଣ୍ଡି ପୋଲିସ ଉଦ୍ଧାର କରଛି। ମୃତ୍ୟୁର କାରଣ ଅସ୍ପଷ୍ଟ, ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ହତ୍ୟା ସନ୍ଦେହ ସୃଷ୍ଟି କରିଛି। ଖବର ପାଇ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ତଦନ୍ତ ଆରମ୍ଭ କରିଛି । (ରିପୋର୍ଟ ଗରୁଡ଼ ଧ୍ୱଜ ଚୌଧୁରୀ)

Exit mobile version