ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
କର୍ମଚାରୀ ଓ ଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ପରିସର କୁ ପ୍ଲାଷ୍ଟିକ ମୁକ୍ତ କରିବା ସଙ୍ଗେ ସଙ୍ଗେ ନିଜର ପରିବାର ସଦସ୍ୟ ଓ ସାହି ପଡିଶା ରେ ରହୁଥିବା ବ୍ୟକ୍ତିଙ୍କୁ ସଚେତନ କରିବା ପାଇଁ ସଂକଳ୍ପ ନେବା ପାଇଁ ଅନୁରୋଧ କରିଥିଲେ।ଏହି ସଚେତନତା କାର୍ଯକ୍ରମ ରେ ଛାତ୍ରୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ ଓ ଉତ୍ସାହର ସହ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିଲେ।ଶେଷରେ ଅଧ୍ୟାପକ ଯୁଧିଷ୍ଠିର ବେହେରା ଧନ୍ୟବାଦ୍ ଦେଇ ସଭାସଂଗ କରିଥିଲେ ।
Related Content
ବିକଶିତ ଓଡ଼ିଶା ,ବିକଶିତ ଭାରତ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା : ବିକାଶର ଧାରା ଓଡ଼ିଶା ସାରା” ଅଭିଯାନ
by
Proprietor Abhimanyu Maharana
June 25, 2026
ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମର ଶୁଭାରମ୍ଭ
by
Proprietor Abhimanyu Maharana
June 25, 2026
ଶିକ୍ଷା ବ୍ଯବସ୍ଥାରେ ଅର୍ଥ ଶୋଷଣ ଚାକିରି ଆଶାୟୀଙ୍କ ଜୀବନ ସହ ଖେଳୁଛି ସରକାର
by
Proprietor Abhimanyu Maharana
June 25, 2026
ହୋଟେଲ ମାଲିକଙ୍କୁ ହତ୍ଯା ଅଭିଯୁକ୍ତକୁ ପୋଲିସ ର ଏନକାଉଣ୍ଟର
by
Proprietor Abhimanyu Maharana
June 25, 2026
ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ସମାବେଶ ଅନୁଷ୍ଠିତ
by
Proprietor Abhimanyu Maharana
June 25, 2026
ଦୁଇଟି ପୋଷ୍ଟାଲ ପିନ ନମ୍ବର ମାଧ୍ୟମରେ ପୁରୀ ସହର ବାସୀଙ୍କ ଦର୍ଶନ ସୁବିଧା ପାଇଁ ବ୍ୟବସ୍ଥା କରାଯାଉଛି : ଆଇନ ମନ୍ତ୍ରୀ
by
Proprietor Abhimanyu Maharana
June 25, 2026