ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାଜକିଶୋର ସେନାପତି – ଶିକ୍ଷାବିତ୍ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁସଂଗଠକ, ସମାଜସେବୀ, ଆଧ୍ଯାତ୍ମ ବାଦି ସୁରେନ୍ଦ୍ର ନାଥ ମିଶ୍ରଙ୍କ ପଞ୍ଚମ ବାର୍ଷିକ ଶ୍ରଦ୍ଧାଞଳି ଉତ୍ସବ ତାଙ୍କ ଜନ୍ମ ମାଟି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ପାରକେଣା ଗ୍ରାମରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଶ୍ରଦ୍ଧାଜ୍ଞଳି ସଭାରେ ସୁକାନ୍ତ କୁମାର ମିଶ୍ର ସଭାପତିତ୍ବ କରିଥିଲେ । ମୁଖ୍ୟ ବକ୍ତା ଭାବେ ରେ ସତ୍ୟବାଦୀ ବ୍ଳକ ଅଧକ୍ଷ ସୁନିଲ କୁମାର ପଣ୍ଡା ଓ ମୂଖ୍ଯ ଅତିଥି ଭାବେ ସଂମ୍ବାଦିକ ଧୀରେନ୍ଦ୍ରନାଥ ଦାଶ ଓ ସମ୍ନାନିତ ଅତିଥିଭାବେ ରେ ସତ୍ୟବାଦୀ ର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ,ସଂମ୍ବାଦିକ ବସନ୍ତ ପଟନାୟକ,

