ବେଗୁନିଆ ରେ ଦନ୍ତାର ଆତଙ୍କ – ଯୁବକକୁ ଦଳି ମାରିଦେଲା ଦନ୍ତା
ସୁରକ୍ଷା ଦୃଷ୍ଟିରୁ ବେଗୁନିଆ ପୋଲିସ ସହିତ ସ୍ଥାନୀୟ ବିଧାୟକ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିଛନ୍ତି । ଏଥିସହିତ ସ୍ଥାନୀୟ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ମୃତକ ପରିବାରକୁ ୬୦ ହଜାର ଟଙ୍କା ତୁରନ୍ତ କ୍ଷତି ପୂରଣ ବାବଦ ରେଡ୍ କ୍ରସରୁ ଘୋଷଣା ପରେ ଉତେଜନା ହ୍ରାସ ପାଇଛି । ଅନ୍ୟପଟେ ଭୁଆସୁଣୀ ପାଟଣା , ଅଟ୍ରି, ସରଧାପୁର , ବାମଡିହ ଆଦି ଗ୍ରାମରୁ ହାତୀଙ୍କୁ ଶୀଘ୍ର ସ୍ତାନତର ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।
Related Content
ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ
by
Proprietor Abhimanyu Maharana
June 29, 2026
"ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ"
by
Proprietor Abhimanyu Maharana
June 29, 2026
ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ
by
Proprietor Abhimanyu Maharana
June 28, 2026
ସମଲେଶ୍ୱରୀ ପୀଠରେ "ସାତବହନୀ" ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ
by
Proprietor Abhimanyu Maharana
June 28, 2026
ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ
by
Proprietor Abhimanyu Maharana
June 28, 2026
ଭାରତର ସର୍ବବୃହତ ଆନିମେସନ୍ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ
by
Proprietor Abhimanyu Maharana
June 28, 2026