ଗୋଳାପୋଖରୀ ଛକ ନିକଟରେ : ବାଇକ ଧକ୍କାରେ ବୃଦ୍ଧ ମୃତ

ମାତ୍ର, ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ବୃଦ୍ଧ ରାମଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଫତେଗଡ ଥାନା ପୁଲିସ ଏକ ମାମଲା ରୁଜ୍ଜୁ କରି ଶବକୁ ଜବତ କରିବା ସହ ଅଭିଯୁକ୍ତକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିବା ଥାନା ନିରୀକ୍ଷକ ପଞ୍ଚାନନ ପରିଡ଼ା ଙ୍କ ଠାରୁ ପ୍ରକାଶ ।
Related Content
ଆଦିବାସୀ ମହାବିଦ୍ଯାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା
by
Proprietor Abhimanyu Maharana
June 30, 2026
ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତ ଙ୍କ ସମାଗମ
by
Proprietor Abhimanyu Maharana
June 30, 2026
ରଣପୁରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର
by
Proprietor Abhimanyu Maharana
June 30, 2026
ଭାପୁର ସାମ୍ବାଦିକ ସଙ୍ଘ ଗୃହ ସହିତ ୪୦ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସାଂସଦ, ବିଧାୟକ
by
Proprietor Abhimanyu Maharana
June 30, 2026
ରାଜସୁନାଖଳା ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତଙ୍କ ସମାଗମ
by
Proprietor Abhimanyu Maharana
June 30, 2026
ଶିକ୍ଷୟତ୍ରୀ ବସନ୍ତ ମଞ୍ଜରୀ ଦେବୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା
by
Proprietor Abhimanyu Maharana
June 30, 2026