ଓଡ଼ିଶାରେ ୨୭,୬୬,୯୭୬ ଟି ନମୁନା ପରୀକ୍ଷା କରାଯାଇଛି ; ୧,୭୯,୮୮୦ ଜଣ ପଜିଟିଭ୍‌ ଚିହ୍ନଟ ;୧,୪୧,୬୫୭ ଜଣ ରୋଗୀ ସୁସ୍ଥ, ୭୦୧ ଜଣ ରୋଗୀଙ୍କର ମୃତ୍ୟୁ

ଓଡ଼ିଶା ତାଜା ନ୍ୟୁଜ (୨୦ ସେପ୍ଟେମ୍ବର ରବିବାର )  ଭୁବନେଶ୍ୱର :- ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୨୭,୬୬,୯୭୬ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୧,୭୯,୮୮୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୧,୪୧,୬୫୭ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି / ଡାକ୍ତରଖାନାରୁ ଫେରିଛନ୍ତି । ୭୦୧ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୩୭,୪୬୯ ରହିଛି । ୩୭,୪୬୯ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ।

Exit mobile version