Home ଓଡ଼ିଶା ଆମ୍ମୁକେଆର ଚାରିଟେବଲ ଟ୍ରଷ୍ଟ ପକ୍ଷରୁ କମ୍ବଳ ବଣ୍ଟନ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଜଟଣୀ ନିକଟସ୍ଥ ବୁଢ଼ାପଡ଼ା, କାକୁଡି଼ମୁଣ୍ଡା ବିଲ ଓ ବେଣ୍ଟ ସାହି ଗ୍ରାମରେ ଯେଉଁଠାରେ କି’ ଆଜିକା ଦିନରେ ମଧ୍ୟ ଲୋକେ ମୁକ୍ତ ଆକାଶ ତଳେ ଖଣ୍ଡେ ଜରି ପକାଇ ରହୁଛନ୍ତି । ପ୍ରବଳ ଶୀତ ସମୟରେ ଲୋକ ମାନଙ୍କ ଦୁଃଖ ଦୁର୍ଦ୍ଦଶା ଦେଖି ଆମୁକେଆର’ ର ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ୭୦ରୁ ଉର୍ଦ୍ଧ ବୃଦ୍ଧା,ବୃଦ୍ଧଙ୍କୁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କମ୍ବଳ (ଶୀତବସ୍ତ୍ର) ଟ୍ରଷ୍ଟର ରଂଜିତ ପ୍ରସାଦଙ୍କ ସହଯୋରେ ସୁନୀଲ ପରିଡା, ଗୁଲଜରୀ ଲାଲ,ତପନ ଆଚାର୍ଯ୍ୟ, ପତିତ ପାବନପ୍ରମୂଖ ଉପସ୍ଥିତ ରହି କମ୍ବଳ ବଣ୍ଟନ କରିଥିଲେ । ଆମୁକେଆର୍ ର ଏହି ମହତ୍ କାର୍ଯ୍ୟ ପାଇଁ ଅଞ୍ଚଳବାସୀଙ୍କ ତରଫରୁ ସାଧୁବାଦ୍ ଜଣାଯାଇଛି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 19, 2026 ନିଶାମୁକ୍ତ ସମାଜ ଗଠନ ପାଇଁ ଆଜି ରାଜ୍ୟର ସାମୁହିକ ଶପଥ ପାଠ by Proprietor Abhimanyu Maharana August 19, 2026 ଜିଲ୍ଲା ପ୍ରଶାସନ ଙ୍କ ସମେତ ବହୁ ବିଧାୟକ ଙ୍କ ଖଣ୍ଡପଡ଼ା ସୁନାମୁହିଁ ଡ୍ୟାମ ପରିଦର୍ଶନ by Proprietor Abhimanyu Maharana August 19, 2026 Rashtriya Prabasi Odia Paribar hosts Health Camp by Proprietor Abhimanyu Maharana August 19, 2026 ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ by Proprietor Abhimanyu Maharana August 19, 2026 ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ by Proprietor Abhimanyu Maharana August 19, 2026