ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ମା ସୁଭଦ୍ରାଙ୍କ ବାଡ଼ଗ୍ରାହୀ ; ପ୍ରେମାନନ୍ଦ ଦାସ ମହାପାତ୍ର ଙ୍କ ପରଲୋକ – ପୁରୀ

ଓଡ଼ିଶା ତାଜା ନ୍ୟୁଜ (୨୦ ସେପ୍ଟେମ୍ବର ରବିବାର) ଭୁବନେଶ୍ୱର :- ପୁରୀ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ମା ସୁଭଦ୍ରାଙ୍କ ବାଡ଼ଗ୍ରାହୀ ପ୍ରେମାନନ୍ଦ ଦାସ ମହାପାତ୍ର ଙ୍କ ପରଲୋକ  ନିକଟରେ କରୋନା କୁ ପରାଜୟ କରି ବିଜୟୀ ହେଇଥିଲେ କିନ୍ତୁ  ସଙ୍ଗରୋଧରେ  ଥିବାବେଳେ ଛାତିରେ ଯନ୍ତ୍ରଣା  ଯୋଗୁଁ ଆରପାରିକୁ ଚାଲିଗଲେ

Exit mobile version