ବଡଦିନ ଓ ନୂଆବର୍ଷ ପାଇଁ ବାଉଁଶ ବାଡ ଭିତରେ ଯିବେ ଭକ୍ତ ସଜେଇ ହେଉଛି ଶ୍ରୀକ୍ଷେତ୍ର

ସମୁଦ୍ରକୂଳ ବେଳାଭୂମିରେ ରାମଦୋଳି ତାର କାର୍ଯ୍ୟକ୍ରମ ଚାଲୁ ରଖିଲାଣି । ପର୍ଯ୍ୟଟକ ମାନେ ହୋଟେଲରେ ଜିରୋ ନାଇଟ ସେଲିବ୍ରେସନ କରି ସକାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯୋଜନା ରଖିଛନ୍ତି । ପୁରୀ ସହରକୁ ୬୦ ପ୍ଲାଟୁନ ପୋଲିସ ଫୋର୍ସ ଜଗି ରହିବେ । ବଡଦାଣ୍ଡରେ ୬ଟି କ୍ବିକ ରେସ୍ପନ୍ସ ଟିମ ଓ ଫାୟର ରେସିକ୍ଯୁ ଟିମ ସଜାଗ ରହିବେ । ଲକ୍ଷ ଲକ୍ଷ ଭକ୍ତଙ୍କ ସୁଖଦ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ଯବସ୍ଥା ପ୍ରସ୍ତୁତି ଚାଲିଛି ।
Related Content
ଧ୍ୟାନକୁଦ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜିୟୁ ମାନଙ୍କ ସ୍ନାନଯାତ୍ରା
by
Proprietor Abhimanyu Maharana
June 30, 2026
ଆଦିବାସୀ ମହାବିଦ୍ଯାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା
by
Proprietor Abhimanyu Maharana
June 30, 2026
ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତ ଙ୍କ ସମାଗମ
by
Proprietor Abhimanyu Maharana
June 30, 2026
ରଣପୁରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର
by
Proprietor Abhimanyu Maharana
June 30, 2026
ଭାପୁର ସାମ୍ବାଦିକ ସଙ୍ଘ ଗୃହ ସହିତ ୪୦ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସାଂସଦ, ବିଧାୟକ
by
Proprietor Abhimanyu Maharana
June 30, 2026
ରାଜସୁନାଖଳା ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତଙ୍କ ସମାଗମ
by
Proprietor Abhimanyu Maharana
June 30, 2026