ଅସୁସ୍ଥ ଥିବା ଗରିବ ଶରତକୁ ସହାୟତାର ହାତ ବଢାଇଲେ ଦଳିତ ନେତା
ଅର୍ଥାଭାବ ଯୋଗୁଁ ଶରତ ଭୋଇ ନିଜର ପିଲାମାନଙ୍କୁ ପାଠ ପଢାଇ ପାରୁ ନ ଥିବା ବେଳେ ନିଜ ଦେହ ଅସୁସ୍ଥ ଥିବାରୁ ଔଷଧ ଟିକେ କିଣି ପାରୁ ନାହାଁନ୍ତି କି ଖାଇବାକୁ ଟିକେ ମିଳୁ ନାହିଁ ଏପରି ଦୁଃଖଦ ଅବସ୍ଥାରେ ଶରତ କାଳାତିପାତ କରୁଛନ୍ତି କିଛି କିଛି ବଦାନ୍ୟ ବ୍ୟକ୍ତି ତଥା ସରକାରଙ୍କ ପକ୍ଷରୁ ଅସହାୟ ଗରିବ ଅର୍ଥହୀନ ଶରତ ଭୋଇଙ୍କୁ ସହଯୋଗ କରିବା ପାଇଁ ଦଳିତ ସଂଘ ପକ୍ଷରୁ ନିବେଦନ କରାଯାଇଛି ।
Related Content
ଶ୍ରାବଣ ତୃତୀୟ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼ : ସମଗ୍ର ଶୈବ ପୀଠ ଚଳ ଚଞ୍ଚଳ
by
Proprietor Abhimanyu Maharana
August 21, 2026
ଚାନ୍ଦପୁର, ବେଆଇନ ଖଣି ଖନ ନ : ମାଫିଆ ମାନଙ୍କର ଦବଙ୍ଗ ଗିରିକୁ ଡରୁଚି ପୋଲିସ
by
Proprietor Abhimanyu Maharana
August 21, 2026
ତଦନ୍ତ ନକରି ଗୁଜବକୁ ବିଶ୍ବାସ କରି ପ୍ରତିକ୍ରିୟା ରଖିବା ଚାନ୍ଦପୁର ଥାନା ଅଧିକାରୀଙ୍କ ଚର୍ଚ୍ଚା ଜୋର ଧରିଛି
by
Proprietor Abhimanyu Maharana
August 21, 2026
ପାରଳାଖେମୁଣ୍ଡି ଠାରେ ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
by
Proprietor Abhimanyu Maharana
August 20, 2026
ଭୟଭୀତ ପରିବେଶ ମଧ୍ୟରେ ଟାଙ୍ଗୀ ଗୋଷ୍ଠୀ କେନ୍ଦ୍ର ର କେତେକ କର୍ମଚାରୀ କାର୍ଯ୍ୟ କରୁଛନ୍ତି
by
Proprietor Abhimanyu Maharana
August 20, 2026
କେନ୍ଦ୍ରୀୟ ବିଦ୍ୟାଳୟ ଜାତୀୟ ସ୍ତରୀୟ ତାଇକୋନ୍ଡୁ ପ୍ରତିଯୋଗୀତାରେ ଜିଲ୍ଲା ଡାଇକୋଡୁ ଅନୁଷ୍ଠାନ,ଗଜପତି ଛାତ୍ରୀର ସଫଳତା
by
Proprietor Abhimanyu Maharana
August 20, 2026