ଗଜପତି : ଆବଶ୍ୟକ ବ୍ୟବସ୍ଥା ନଥିବାରୁ ପ୍ରାଥମିକ ବିଦ୍ୟାଳୟର ୪୦ ଜଣ ଅନ୍ତେବାସୀ ପ୍ରବଳ ଜାଡ ଓ ଶୀତରେ ବହୁ ଦୁଃଖ କଷ୍ଟ ପାଉଛନ୍ତି

ବିଦ୍ୟାଳୟରେ ଭଲ ରୋଷେଇ ଘର ନଥିବା ବେଳେ ଝାଟି ମାଟି ଘରେ ପିଲାଙ୍କ ପାଇଁ ରୋଷେଇ ପ୍ରସ୍ତୁତ କରିବା ସହ ଖୋଲା ପଡ଼ିଆରେ ଖାଇବାକୁ ପଡୁଛି. ଏଭଳି ଅବ୍ୟବସ୍ଥା ମଧ୍ୟରେ 40 ଜଣ ଛାତ୍ର କୁଜାସିଂ ପ୍ରାଥମିକ ବିଦ୍ୟାଳୟରେ ଅନ୍ତେବାସୀ ଭାବେ ଶୀତ କାକରରେ ସଢ଼ି ଅସରନ୍ତି ଦୁଃଖ ଯନ୍ତ୍ରଣା ପାଉଛନ୍ତି. ଜିଲ୍ଲା ପ୍ରଶାସନ ଘଟଣା ନେଇ ଜାଣିଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛ l
Related Content
ନୋଭୋଟେଲ ଭୁବନେଶ୍ୱର ଜନପଥର ଗ୍ରାଣ୍ଡ ଶୁଭାରମ୍ଭ
by
Proprietor Abhimanyu Maharana
September 24, 2026
ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା"ମୋ ପରିବାର"
by
Proprietor Abhimanyu Maharana
September 24, 2026
‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ
by
Proprietor Abhimanyu Maharana
September 24, 2026
ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ
by
Proprietor Abhimanyu Maharana
September 24, 2026
ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ,୩୩ ଓଡ୍ରାଫ୍ ଟିମ୍ ମୃତୟନ
by
Proprietor Abhimanyu Maharana
September 24, 2026
ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି
by
Proprietor Abhimanyu Maharana
September 24, 2026