କାଶୀନଗର ବ୍ଲକରେ ଅତିରିକ୍ତ ଶ୍ରେଣୀ ଗୃହ ଓ ସୁବିଧା କେନ୍ଦ୍ର ବିଧାୟକଙ୍କ ଦ୍ଵାରା ଉଦଘାଟିତ

ବିଧାୟକ ରୁପେଶ ପାଣିଗ୍ରାହୀ ଉଦଘାଟନୀ ସ୍ଥଳରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ଵାରା ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା । ଉଦଘାଟନ ପରେ ବିଧାୟକ ଶ୍ରୀ ପାଣିଗ୍ରାହୀ ଶ୍ରେଣୀଗୃହ ଗୁଡ଼ିକ ପରିଦର୍ଶନ କରିବା ସହ ବିଦ୍ୟାଳୟ ଓ ଶିକ୍ଷାଦାନ ଉପରେ ଶିକ୍ଷକ ମାନଙ୍କ ସହ ଆଲୋଚନା କରିଥିଲେ ।
Related Content
ଏକ ଦିବସୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ
by
Proprietor Abhimanyu Maharana
August 3, 2026
ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ
by
Proprietor Abhimanyu Maharana
August 3, 2026
ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ
by
Proprietor Abhimanyu Maharana
August 3, 2026
ଜ୍ଞାନ ବିଜ୍ଞାନ ମେଳା
by
Proprietor Abhimanyu Maharana
August 3, 2026
ଦେବୀ ନଦୀର କଣ୍ଟିସାଳ ଠାରେ ବନ୍ଧରୁ ଖସୁଛି ଅତଡ଼ା : ଭୟବିତ ଗ୍ରାମବାସୀ
by
Proprietor Abhimanyu Maharana
August 3, 2026
TANISHQ INTRODUCES DIAMOND EXPERTISE CENTRE ACROSS THREE STORES IN ODISHA, REDEFINING TRANSPARENCY IN DIAMOND BUYING
by
Proprietor Abhimanyu Maharana
August 3, 2026