ବାଲିଗୁଡ଼ା ଉପଖଣ୍ଡ କାରାଗାରର ବିଚାରାଧୀନ କଏଦୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମେଡିକାଲ ରେ ମୃତ୍ୟୁ
ପୁଣି ହଠାତ ମଙ୍ଗଳବାର ଦିନ ବିଚାରାଧୀନ କଏଦୀ ହେରଦ ଙ୍କ ର ଛାତିରେ ଯନ୍ତ୍ରଣା ହେବାରୁ ଜେଲ୍ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଖବର ପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଅବ୍ୟାହତ ରଖିଛି l
Related Content
୩୪ ବର୍ଷର ଶିକ୍ଷା ସେବାରେ ପୂର୍ଣଚ୍ଛେଦ : ଅଧ୍ୟକ୍ଷ ପ୍ରମୋଦ ରଥଙ୍କ ଭାବବିହ୍ୱଳ ବିଦାୟ
by
Proprietor Abhimanyu Maharana
July 2, 2026
ଶିକ୍ଷା ଦୀପ ଜାଳି ଅବସର : ତୁରେକେଲାରେ ଗୁରୁଜନଙ୍କୁ ସ୍ନେହ-ସମ୍ମାନରେ ବିଦାୟ
by
Proprietor Abhimanyu Maharana
July 2, 2026
ଘୁଷୁରାମୁଣ୍ଡା ଅଙ୍ଗନବାଡି ବିବାଦର ଅନ୍ତ : ମାତୃମଣ୍ଡଳୀଙ୍କୁ ରୋଷେଇ ଦାୟିତ୍ୱ, ଖୋଲିଲା ତାଲା
by
Proprietor Abhimanyu Maharana
July 2, 2026
କଣ୍ଟାବାଞ୍ଜି ଉତ୍କଳ ବାଳାଶ୍ରମରେ 4 ଦିନିଆ ସ୍ୱଚ୍ଛତା ଅଭିଯାନ ସମ୍ପନ୍ନ : ଶିଶୁଙ୍କୁ ସ୍ୱାସ୍ଥ୍ୟ-ସଚେତନତାର ପାଠ
by
Proprietor Abhimanyu Maharana
July 2, 2026
ପ୍ରେମିକାକୁ ନପାଇ ଝିଅ ଉପରେ ଆକ୍ରମଣ : ଛୁରି ଦେଖାଇ ଅପହରଣ ଉଦ୍ୟମ, ଜଣେ ଗିରଫ
by
Proprietor Abhimanyu Maharana
July 2, 2026
ଓମସା ପକ୍ଷରୁ ଡାକ୍ତରଙ୍କ ଚିକିତ୍ସାସେବା ବନ୍ଦ
by
Proprietor Abhimanyu Maharana
July 2, 2026