Home ଓଡ଼ିଶା ଏକଲ ବିଦ୍ୟାଳୟ ଅଭିଯାନ ପ୍ରଂଶସନୀୟ : ବାଚସ୍ପତି ସୁରମା ପାଢ଼ୀ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp Friends of Tribal Society ଏବଂ ଶ୍ରୀହରି ସତ୍ସଙ୍ଗ ସମିତି ଦ୍ୱାରା ଆୟୋଜିତ ଭବ୍ୟ ସାଂସ୍କୃତିକ କାର୍ୟକ୍ରମ “ଭାରତର ରଙ୍ଗ – ଏକଲ ସଙ୍ଗେ” ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ୱର ସି.ଏସ୍. ପୁରସ୍ଥିତ ରେଲ ଅଡିଟୋରିୟମରେ ବହୁତ ଉତ୍ସାହ ଓ ଗରିମା ସହିତ ସଫଳତାର ସହିତ ଆୟୋଜିତ ହୋଇଥିଲା । ଏହି କାର୍ୟକ୍ରମ ଭାରତୀୟ ସଂସ୍କୃତି, ପରମ୍ପରା ଓ ଦେଶପ୍ରେମର ଏକ ସଜିବ ପ୍ରତିଚ୍ଛବି ଥିଲା । Friends of Tribal Society ମାଧ୍ୟମରେ ସାରା ଭାରତବର୍ଷରେ ୭୦,୦୦୦ ଠାରୁ ଅଧିକ ଏକଲ ଶିକ୍ଷକ ବିଦ୍ୟାଳୟ ପରିଚାଳିତ ହେଉଛି । ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପ୍ରତିଭାଶାଳୀ ଛାତ୍ରଛାତ୍ରୀମାନେ ଏହି କାର୍ୟକ୍ରମରେ ଲୋକନୃତ୍ୟ, ସଙ୍ଗୀତ, ରାମକଥା ଓ ଦେଶଭକ୍ତିମୟ ପ୍ରସ୍ତୁତି ମାଧ୍ୟମରେ ଭାରତର ବିବିଧ ସଂସ୍କୃତିକୁ ସୁନ୍ଦର ଭାବେ ପ୍ରଦର୍ଶନ କରିଥିଲେ । ଏହି କାର୍ୟକ୍ରମର ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ମାନନୀୟ ସ୍ପୀକର ଶ୍ରୀମତୀ ସୁରମା ପାଢ଼ୀ ଜୀଙ୍କ ଗରିମାମୟ ଉପସ୍ଥିତି ଥିଲା । ସେ ଏକଲ ବିଦ୍ୟାଳୟ ଅଭିଯାନର ପ୍ରଶଂସା କରି ସମସ୍ତଙ୍କୁ ଏହା ସହିତ ଜୁଡ଼ିବାକୁ ଆହ୍ୱାନ କରିଥିଲେ l ଏବଂ ଗୋଟିଏ ଏକଲ ବିଦ୍ୟାଳୟ ଦତକ ନେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । କାର୍ୟକ୍ରମରେ ଶ୍ରୀ ମାନସୁଖ ସେଠିଆ, ଶ୍ରୀ ଲାଲଚନ୍ଦ ମହାତୋ ଓ ଶ୍ରୀ ପ୍ରକାଶ ଭୁରା ଭଳି ସମାଜର ପ୍ରତିଷ୍ଠିତ ବ୍ୟକ୍ତିମାନେ ଉପସ୍ଥିତ ରହି ଏକଲ ଅଭିଯାନ ସହିତ ଜୁଡ଼ିବା ଓ ବନ yatra ମାଧ୍ୟମରେ ସେବା କାର୍ୟ l Categories: ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ମହାନଗର, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026