ବ୍ରହ୍ମଗିରିରେ ରାଷ୍ଟ୍ରୀୟଲୋକ ଅଦାଲତ ଅନୁଷ୍ଠିତ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଜିଲ୍ଲା ଆଇନ ସେବା ପ୍ରାଧୀକରଣ ଆନୁକୂଲ୍ଯରେ ଶନିବାର ଦିନ ରାଷ୍ଟ୍ରୀୟଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ମାମଲା ବିଚାର କରାଯାଇଥିଲା ।

ବ୍ରହ୍ମଗିରି କୋର୍ଟର ମାନ୍ଯବର ବିଚାରପତି ଓ ଆଇନଜୀବୀ ଯୋଗ ଦେଇଥିଲେ । ବ୍ରହ୍ମଗିରିର ସରକାରୀ ଆଇନଜୀବୀ ଭାସ୍କର ଚନ୍ଦ୍ର ଜେନା ସରକାରଙ୍କ ପକ୍ଷରୁ ବିଭିନ୍ନ ମାମଲା ପରିଚାଳନା କରିଥିଲେ ।

Exit mobile version