Home ଓଡ଼ିଶା ଶୁଭଦ୍ରା ସ୍ୱାବଲମ୍ବୀ ମହିଳା ଶିକ୍ଷାନୁଷ୍ଠାନ ପକ୍ଷରୁ ଅସହାୟଙ୍କୁ ଶୀତ ବସ୍ତ୍ର ବଣ୍ଟନ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ବିଡାନାସୀ ସ୍ଥିତ ଶୁଭଦ୍ରା ସ୍ବାବଲମ୍ବୀ ମହିଳା ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ଯ କମଳ ଓ ଶୀତ ବସ୍ତ୍ର ଅସହାୟ ଦୁଃଖୀ ଦରିଦ୍ର ନାରାୟଣଙ୍କୁ ବଣ୍ଟନ କରାଯାଇଅଛି।ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ନିବାସ ଚନ୍ଦ୍ର ମିଶ୍ର, ସଭାନେତ୍ରୀ ମୀରା ବେଉରା, ସମ୍ପାଦିକା ଗୀତାଞ୍ଜଳୀ ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା କାକଳି ଘୋଷ, ଇପ୍ସିତା ସ୍ୱାଇଁ, ସୁଲଚନା , ପ୍ରିୟଙ୍କା ସେଠି,ରୋଜା ମହାନ୍ତି,ପୂଜା ସାହା,ମିନତୀ ଆଚାର୍ଯ୍ୟଙ୍କ ସାହାଯ୍ୟ କ୍ରମେ କାର୍ଯ୍ୟକ୍ରମଟି ହୋଇପାରିଥିଲା। ଯୁବ ସମାଜ ସେବୀ କୀର୍ତ୍ତି କୁମାର ସାହୁଙ୍କ ଦ୍ଵାରା କାର୍ଯ୍ୟକ୍ରମଟି ସମ୍ପୁର୍ଣ୍ଣ ପରିଚାଳିତ ହୋଇଥିଲା । ଶେଷରେ ସମ୍ପାଦିକା ଗୀତାଞ୍ଜଳି ସାହୁ ସବୁବର୍ଷ ଏହିପରି ସମାଜର ମଙ୍ଗଳ ନିମନ୍ତେ ଆଗାମୀ କାର୍ଯ୍ୟକ୍ରମ ନିରନ୍ତର ଜାରି ରହିବ ବୋଲି ମତ ପ୍ରକାଶ କରିଥିଲେ ଓ ପରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଅନୁଷ୍ଠାନର ଏହି ମହତ୍ ଉଦ୍ଦେଶ୍ୟକୁ ସବୁ ଠାରେ ଭୂୟସୀ ପ୍ରଶଂସା କରାଯାଇଛି । Categories: ଓଡ଼ିଶା, କଟକ, ମହାନଗର, ହୋମ୍ Related Content ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି ବେଦାନ୍ତର ୧୦୦% ମହିଳା ଅପରେଟର by Proprietor Abhimanyu Maharana August 22, 2026 100% Women Operators Power Vedanta Aluminium Lanjigarh's Control Rooms by Proprietor Abhimanyu Maharana August 22, 2026 Chandi Bhandar Opens Its 33rd Store in Rourkela this Raksha Bandhan by Proprietor Abhimanyu Maharana August 22, 2026 ଭାରତରେ ଶୁଭାରମ୍ଭ ହୋଇଛି ନୂତନ BMW X1 ଲଙ୍ଗ ହୁଇଲବେସ୍ by Proprietor Abhimanyu Maharana August 21, 2026 ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଯକ୍ଷ୍ମା ରୋଗୀ ଙ୍କୁ ପୋଷଣ ବଣ୍ଟନ କାର୍ଯ୍ୟକ୍ରମ by Proprietor Abhimanyu Maharana August 21, 2026 ସିଣ୍ଟେକ୍ସ ପିଓର ସହିତ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାର ସୁରକ୍ଷା by Proprietor Abhimanyu Maharana August 21, 2026