Home ଓଡ଼ିଶା ମେରା ରେଶମ ମେରା ଅଭିମାନ : ଓଡ଼ିଶା ପ୍ରଥମ ପୁରସ୍କାର by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ଲୋକସେବା ଭବନରେ ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ବିଭାଗୀୟ ସଚିବ ଶ୍ରୀମତୀ ଗୁହା ପୁନମ୍ ତାପସ କୁମାର ସିଲ୍କ କ୍ଷେତ୍ରରେ ଓଡ଼ିଶା ପାଇଥିବା ପୁରସ୍କାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦର୍ଶନ କରୁଛନ୍ତି । ସୂଚନା ଯୋଗ୍ୟ ଯେ ନିକଟରେ ‘କେନ୍ଦ୍ରୀୟ ସିଲ୍କ ବୋର୍ଡ ‘ ପକ୍ଷରୁ ଆୟୋଜିତ ‘ମେରା ରେଶମ ମେରା ଅଭିମାନ’ ପ୍ରତିଯୋଗିତାରେ ଓଡ଼ିଶା ପ୍ରଥମ ପୁରସ୍କାର ହାସଲ କରିଛି । ସମସ୍ତ ୪ ପ୍ରକାର ସିଲ୍କ ରେ ଉତ୍ପାଦକତା, ନବସୃଜନ ମୂଳକ ଇକୋ-ସିଷ୍ଟମ୍ ଏବଂ କନଭରଜେନସ୍ କ୍ଷେତ୍ରରେ ଉତ୍କର୍ଷ ପାଇଁ ଓଡ଼ିଶାକୁ ଏହି ପୁରସ୍କାର ମିଳିଛି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ବୋଲବମ୍ ସେବସଂଘ,ନୟାଗଡ ଆନୁକୁଲ୍ୟରେ ଭଜନ ସମାରୋହ ଅନୁଷ୍ଠିତ by Proprietor Abhimanyu Maharana August 23, 2026 ବଣ୍ଡା ଘାଟିର ସୀତାକୁଣ୍ଡର ରୂପରେଖ ବଦଳିବ : ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ମାଲକାନଗିରି ଜିଲ୍ଲାପାଳ by Proprietor Abhimanyu Maharana August 23, 2026 ୨୦ ଜଣ ବଣ୍ଡା ମହିଳାଙ୍କୁ ନେଇ ମାଳି ଓ ଗହଣା ତିଆରି ଶିଳ୍ପୀ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ by Proprietor Abhimanyu Maharana August 23, 2026 ଶିକ୍ଷାର ଗୁଣାତ୍ମକ ମାନ ଓ ଭିତ୍ତିଭୂମି ବିକାଶ ଉପରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ସମୀକ୍ଷା by Proprietor Abhimanyu Maharana August 23, 2026 ପାରଳାଖେମୁଣ୍ଡି ପୋଲିସ୍ କୁ ମିଳିଛି ବଡ଼ ସଫଳତା.. by Proprietor Abhimanyu Maharana August 23, 2026 ଆଳନ୍ଦିଆ ଗାମୁଛାର ଐତିହ୍ୟ ସୁରକ୍ଷା ସହ ବୁଣାକାରଙ୍କ ଆର୍ଥିକ ବିକାଶ ଉପରେ ଗୁରୁତ୍ୱ by Proprietor Abhimanyu Maharana August 23, 2026