Home ଓଡ଼ିଶା ହଜାର ହଜାର ଦାଦନ ସଂଖ୍ୟାରେ ଦାଦନ ଶ୍ରମିକ ମାନେ ଅଗ୍ରୀମ ଟଙ୍କା ନେଇ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟ କୁ ଯାଉଛନ୍ତି by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ବଲାଙ୍ଗୀର (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବଲାଙ୍ଗୀର ଜିଲ୍ଲା ତୁରକେଲା ଦାଦନ ଋତୁ ଆରମ୍ଭରୁ ହଜାର ହଜାର ଦାଦନ ସଂଖ୍ୟାରେ ଦାଦନ ଶ୍ରମିକ ମାନେ ଅଗ୍ରୀମ ଟଙ୍କା ନେଇ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟ କୁ ଯାଉଛନ୍ତି । ହେଲେ ସରକାରଙ୍କ ନିୟମ କୁ ପାଳନ ନ କରି ଦାଦନ ଚାଲାଣ ହେବା ଘଟଣା ସାମନା କୁ ଆସେ । ବଲାଙ୍ଗୀର ଜିଲ୍ଲା ତୁରେକେଲା ପୋଲିସ ୧୩ ଜଣ ଦାଦନ ଶ୍ରମିକଙ୍କ ସହ ଦୁଇଟି ଛୁଆଙ୍କୁ ଉଦ୍ଧାର କରିବା ସହ ଘଟଣାରେ ସଂପୃକ୍ତ ସର୍ଦାରକୁ ଗିରଫ କରିଛି । ଶ୍ରମିକମାନେ କନ୍ଧବାହାଲ ଗାଁର ଦାଦନ ସର୍ଦ୍ଦାର ସୁରେଶ ୱାଡେକରଙ୍କ ଠାରୁ ଆଗୁଆ ବଇନା ନେଇ ରାଜ୍ୟ ବାହାର ବିଜୟବାଡ଼ାକୁ କାମ କରିବାକୁ ଯାଉଥିଲେ। ତୁରେକେଲା ଥାନା ଅନ୍ତର୍ଗତ ସେମେଳା ଗ୍ରାମ ନିକଟରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଶ୍ରମିକଙ୍କୁ ଉଦ୍ଧାର କରିଥିଲା । କାଗଜପତ୍ର ଯାଞ୍ଚ ପରେ ବେଆଇନ ଭାବେ ଚାଲାଣ ହେଉଥିବା ପୁଲିସ ଜାଣିବାକୁ ପାଇଥିଲା । ଶ୍ରମିକମାନେ ଲାଠୋର, ଟିଟିଲାଗଡ଼ ଓ ପାଟଣାଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି । ପୋଲିସ ଗୋଟିଏ ମାମଲା ୩୩୬/୨୫ ରୁଜୁ କରି ଅଭିଯୁକ୍ତ ଦାଦନ ସର୍ଦ୍ଦାର ସୁରେଶ ୱାଡେକର କୁ କୋର୍ଟଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି । Categories: ଓଡ଼ିଶା, ପୁରୀ, ହୋମ୍ Related Content ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଅଗଷ୍ଟ ମାସର ସାରସ୍ୱତ ଆସର ଅବସରରେ ଦେଶାତ୍ମବୋଧକ କବିତା ପାଠ by Proprietor Abhimanyu Maharana August 22, 2026 ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକ ଦିବସ ପାଳିତ by Proprietor Abhimanyu Maharana August 22, 2026 ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ ରୋଟାରୀ କ୍ଲବ୍ ପକ୍ଷରୁ ୱାଟର ପ୍ୟୁରିଫାୟର ପ୍ରଦାନ by Proprietor Abhimanyu Maharana August 22, 2026 ୫ ମ ବାର୍ଷିକ ଗୁରୁ ସାକ୍ଷାତ ପରଂବ୍ରହ୍ମ, ଗୁରୁ ପୂଜନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 22, 2026 ଜିଲ୍ଲା ଏସ୍ପି ଓ ରେଞ୍ଜ ଆଇଜି ଏବଂ ଡିଆଇଜିଙ୍କ ସହ ଡିଜିପିଙ୍କ ଭିଡିଓ କନ୍ଫରେନ୍ସିଂ ବୈଠକ by Proprietor Abhimanyu Maharana August 22, 2026 ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି ବେଦାନ୍ତର ୧୦୦% ମହିଳା ଅପରେଟର by Proprietor Abhimanyu Maharana August 22, 2026