ବୃନ୍ଦାବନ ଚନ୍ଦ୍ର ଦେବଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଉଦଘାଟିତ !

ଏହି ବିଶ୍ଵଶାନ୍ତି ମହାଯଜ୍ଞ ସତ୍ୟ, ନ୍ୟାୟଓ ଧର୍ମ ସଂସ୍ଥାପନ ଉଦେଶ୍ୟରେ ହୋଇଥିବା ନେଇ ଶ୍ରୀ ବୃନ୍ଦାବନ ଚନ୍ଦ୍ର ଦେବ ମଠାଧୀସ ୧୦୮ ମହନ୍ତ ପରମାନନ୍ଦ ଦାଶ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରିଥିଲେ ! ଏହି କାର୍ଯ୍ୟକ୍ରମକୁ ଶ୍ରୀ ବୃନ୍ଦାବନ ଚନ୍ଦ୍ର ଦେବ ଉନ୍ନୟନ ପରିଷଦର ସମସ୍ତ ସଦସ୍ୟା, ରତ୍ନପୁର ସାହିର ଯୁବଗୋଷ୍ଠୀ ଓ ରାଜସୁନାଖଳା ଗ୍ରାମବାସୀମାନେ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ !
- Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
Related Content
ରାଜ୍ୟରେ ଡାକ୍ତର ମାନଙ୍କ ଆନେ୍ଦାଳନ ପ୍ରସଙ୍ଗ
by
Proprietor Abhimanyu Maharana
July 4, 2026
NAFED Odisha and GM University Collaborate to Celebrate Cooperative Week, Empowering Farmers of Western Odisha
by
Proprietor Abhimanyu Maharana
July 4, 2026
କଟକ ଜିଲ୍ଲାରେ ଚୋରା ନିଶା କାରବାର ମନା" ଅବକାରୀ ଅଧିକ୍ଷକ
by
Proprietor Abhimanyu Maharana
July 4, 2026
ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ବିରୋଧରେ ସାଇବର ଥାନାରେ ଏତଲା
by
Proprietor Abhimanyu Maharana
July 4, 2026
ଜଳମଗ୍ନ ପଡାବାସୀଙ୍କ ଦୁଃଖ ଦୂର ପାଇଁ ବିଡିଓଙ୍କ ପଦକ୍ଷେପ, ପୋଲ ତଳେ ଡ଼୍ରେନ ନିର୍ମାଣର ପ୍ରତିଶ୍ରୁତି
by
Proprietor Abhimanyu Maharana
July 4, 2026
ବଙ୍ଗୋମୁଣ୍ଡା ବ୍ଲକ ଛତ୍ରଙ୍ଗ ଗାଁ ଜମି ବିବାଦ ମାମଲା : ବଲାଙ୍ଗୀର ଏସପି ଙ୍କ ଦ୍ୱାରସ୍ତ ହେଲେ ବାଗ ପରିବାର
by
Proprietor Abhimanyu Maharana
July 3, 2026