ଚଳିତ ମାସ ସାତ ତାରିଖରୁ ଜଟଣୀ ପୁସ୍ତକ ମେଳା : କୋଡ଼ିଏରୁ ଉର୍ଦ୍ଧ୍ବ ପ୍ରକାଶନି ସଂସ୍ଥା ଯୋଗଦେବା ସୁଚନା

ଏହି ସାମ୍ୱାଦିକ ସମ୍ମିଳନୀରେ ପୁସ୍ତକ ମେଳା କମିଟିର କାର୍ଯ୍ୟକାରୀ ସଭାପତି ଜବାହର ଲାଲ୍ ସୁବୁଦ୍ଧି,ଯୁଗ୍ମ ସମ୍ପାଦକ ଡ଼ଃ ଶୁଶାନ୍ତ କୁମାର ରାଉତ,ଡ଼ଃ ଶଶି ରଥ, ଉପସଭାପତି ଆଦି ନାରାୟଣ ଖଣ୍ଡୁଆଳ, କାର୍ଯ୍ୟ କାରିଣୀ ସଭ୍ୟ ପଦ୍ମନାଭ ପାଣିଗ୍ରାହୀ, କିଶୋର ଚନ୍ଦ୍ର ପାଇକରାୟ, ପ୍ରତିଯୋଗୀତା ସଂଯୋଜକ ଭବାନୀ ଶଙ୍କର ମହାପାତ୍ର, ସଭ୍ୟା ଡ଼ଃ ସୁକାନ୍ତି ମହାପାତ୍ର, କ୍ଷୀରୋଦ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।
Related Content
କାହା ବାହୁବଳ କ୍ଷମତାରେ ନର କଙ୍କାଳ କୁ ନେଇ ଭୁଆଁ ବୁଲାଉଛନ୍ତି ଚାନ୍ଦପୁର ଥାନାଧିକାରୀ
by
Proprietor Abhimanyu Maharana
August 23, 2026
ଦୁର୍ଘଟଣା ସମ୍ପର୍କରେ ବୁଝିବା ସହ ପରିବାରକୁ ଆଶ୍ଵସନା ଦେଲେ ଦଶପଲ୍ଲା ବିଧାୟକ
by
Proprietor Abhimanyu Maharana
August 23, 2026
ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର
by
Proprietor Abhimanyu Maharana
August 23, 2026
ବିଦ୍ୟାଳୟ ନିରାପତ୍ତା ସପ୍ତାହ ପାଳିତ
by
Proprietor Abhimanyu Maharana
August 23, 2026
ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ
by
Proprietor Abhimanyu Maharana
August 23, 2026
ବୋଲବମ୍ ସେବସଂଘ,ନୟାଗଡ ଆନୁକୁଲ୍ୟରେ ଭଜନ ସମାରୋହ ଅନୁଷ୍ଠିତ
by
Proprietor Abhimanyu Maharana
August 23, 2026