ମହିଳା କୁ ସରପଞ୍ଚ ଙ୍କ ମରଣାନ୍ତକ ଆକ୍ରମଣ ଅଭିଯୋଗ
ପରେ ଇଜ୍ଜତ ନେଇଯିବି ବୋଲି କହି ଲୁଗାପଟାକୁ ଭିଡା ଓଟରା କଲେ । ପୀଡ଼ିତା ମହିଳା ଡାକ ପକାଇବାରୁ ସେ ବଲାତ୍କାରୀ ଟୁଲୁ ତଣ୍ଟିକୁ ଧରି ପକାଇ ଜୀବନରୁ ମାରିଦେବା ପାଇଁ ଉଦେଶ୍ୟ ରଖ୍ ଜୋରରେ ତଣ୍ଟିକୁ ଚିପିଦେଇ ଥିଲା ପୀଡ଼ିତା ଅଣ ନିଶ୍ବାସୀ ହୋଇ ଗଁ ଗଁ ଡାକ ପକାଇ ଚେତାଶୂନ୍ୟ ହୋଇଯିବାବାରୁ ମରିଗଲି ବୋଲି ଭାବି ଛାଡି ପଳାଇ ଯାଇଥିଲେ ସରପଞ୍ଚ।ସ୍ଥାନୀୟ ଲୋକମାନେ ଉଦ୍ଧାର କରି ବଳଙ୍ଗା ଡାକ୍ତରଖାନା କୁ ଆଣିଥିଲେ।ଏନେଇ ଥାନା ରେ ଅଭିଯୋଗ ଆଣିଛନ୍ତି ପୀଡିତା ମହିଳା।
Related Content
ଅସଦାଚରଣ କରି ଲହୁଲୁହାଣ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ
by
Proprietor Abhimanyu Maharana
August 24, 2026
ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ
by
Proprietor Abhimanyu Maharana
August 24, 2026
ଗଜପତି ଜିଲ୍ଲା ଅଡବା ପୋଲିସ ଦ୍ୱାରା ଅବୈଧ ଗୁଟଖା ନେଇ ଯାଉଥିବା କାମଧେନୁ ଘୋରେଇ ବାସରୁ ୭ କାର୍ଟୁନ୍ ଗୁଟଖା ବକ୍ସ ଜବତ
by
Proprietor Abhimanyu Maharana
August 24, 2026
ଖଣି ଓ ଖଣିଜ ପଦାର୍ଥ ବିକାଶ ଓ ନିୟମାବଳି ସଂଶୋଧନ ଆଇନ - 2026 ତୁରନ୍ତ ପ୍ରତ୍ୟାହାର ଦାବୀରେ ରଣପୁରରେ କଂଗ୍ରେସ, ସିପିଆଇ (ଏମ) ଓ ସମାଜବାଦୀ ପାର୍ଟି ତରଫରୁ ପ୍ରତିବାଦ
by
Proprietor Abhimanyu Maharana
August 24, 2026
ଅଚାନକ ବିଦ୍ୟାଳୟ ପରିଦର୍ଶନ କଲେ ନୂଆଗାଁ ବ୍ଲକ୍ ଶିକ୍ଷା ଅଧିକାରୀ
by
Proprietor Abhimanyu Maharana
August 24, 2026
ଚୋରା ବନ୍ଧୁକ କାରବାର ଅଭିଯୋଗରେ ୩ ଗିରଫ,୪ ଟି ଦେଶୀ ବନ୍ଧୁକ ଜବତ
by
Proprietor Abhimanyu Maharana
August 24, 2026