ସାଂସଦ ବିଭୂ ତରାଇଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ : ଦୁର୍ଘଟଣାରେ ସାଂସଦ ଅଳ୍ପକେ ବର୍ତ୍ତି ଯାଇଛନ୍ତି

ଜଗସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ସାଂସଦ ବିଭୂ ତରାଇଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି ହାଜିପୁରରେ । ସାଂସଙ୍କ କାର୍‌କୁ ପଛରୁ ଆଉ ଏକ କାର୍‌ ଧକ୍କା ଦେଇଛି ।

ଦୁର୍ଘଟଣାରେ ସାଂସଦ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ଘଟଣା ଘଟାଇ ଥିବା କାର୍‌ ସହ ଡ୍ରାଇଭର ବିରିଡି ଥାନାରେ ଅଟକ ରଖାଯାଇଛି । ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

Exit mobile version