Home ଓଡ଼ିଶା ଓଡ଼ିଆ ସାହିତ୍ୟ ର ଭିତ୍ତିଭୂମିକୁ ସୁଦୃଢ କରିବାରେ ଯଶୋବନ୍ତ ଦାସଙ୍କ ଅବଦାନ ଚିର ସ୍ମରଣୀୟ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ମହାପୁରୁଷ ଯଶୋବନ୍ତ ଦାସ ଜଣେ ସାହିତ୍ୟିକ, ସମାଜ ସଂସ୍କାରକ, ବୈଜ୍ଞାନିକ, ଓ ଜଣେ ଅନୁଭବୀ ସିଦ୍ଧ ସାଧକ ସନ୍ଥ ଥିଲେ l ସେ ଓଡ଼ିଆ ସାହିତ୍ୟର ଭିତ୍ତି ଭୂମିକୁ ସୁଦୃଢ କରିବାରେ ତାଙ୍କର ଅବଦାନ ଥିଲା ଅତୁଳ ନିୟ l ସେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି କୁ ଆଧ୍ୟାତ୍ମିକ ରଚନା ବଳି ଦ୍ୱାରl ରୁଦ୍ଧି ମନ୍ତ କରିଥିଲେ ବୋଲି ଓଡିଶା ସାହିତ୍ୟ ଏକାଡେମୀ ଓ ଶ୍ରୀ ଯଶୋବନ୍ତ ସାଂସ୍କୃତିକ ବିକାଶ କଳା ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଯଶୋବନ୍ତ ଦାସଙ୍କ ରାଜ୍ୟ ସ୍ତରୀୟ ଶ୍ରାଦ୍ଧ ଉଚ୍ଛବରେ ଅତିଥିତି ମାନେ ମତ ବ୍ୟକ୍ତ କରିଛିନ୍ତି l ବୁଧବାର ବିରିଡି ବ୍ଲକ ଅଢଙ୍ଗ ନାଇଲୋ ଠାରେ ଥିବା ଯଶୋବନ୍ତ ଦାସ ଙ୍କ ସମାଧି ପୀଠ ଠାରେ ଆୟୋଜିତ ସାରସ୍ୱତ ଉଚ୍ଛବରେ ପୌରୋହିତ୍ୟ କରିଥିଲେ ସାହିତ୍ୟିକ ଡ଼ଃ ଦୀନବନ୍ଧୁ ଦାସ, ମୁଖ୍ୟ ଅତିଥିତି ଭାବେ ସାହିତ୍ୟିକ ଇ. ପ୍ରଭାକର ସ୍ୱାଇଁ, ମୁଖ୍ୟ ବକ୍ତା ଭାବେ କବି ପିତାମ୍ବର ତରାଇ, ସମ୍ମାନିତ ବକ୍ତା ଭାବେ ସଂଗଠନ ସମ୍ପାଦକ କଳା ପରିଷଦ ଢେଙ୍କାନାଳ ଅବନୀ କୁମାର ମିଶ୍ର, ଅତିଥି ପରିଚୟ ସ୍ୱାଗତ ଭାଷଣ ଦେଇଥିଲେ ସାହିତ୍ୟ ଏକାଡେମୀର ସଞ୍ଜୟ କୁମାର ଛୁଆଳ ସିଂହ, ବିବରଣୀ ପାଠ ଓ ମଞ୍ଚ ପରିଚାଳନା କରିଥିଲେ ଯଶୋବନ୍ତ ସାଂସ୍କୃତିକ ବିକାଶ କଳା ଅନୁଷ୍ଠାନ ର ସମ୍ପାଦକ ପ୍ରଶାନ୍ତ କୁମାର ଦାସ l ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଯଶୋବନ୍ତ ପ୍ରତିଭା ସମ୍ମାନ କଣ୍ଠ ସ୍ଲିପି ଅଭିନ୍ନସୁନ୍ଦର, ସୁ ଶ୍ରୀ ଶୁଭଶ୍ରୀ କର, ଚାମେଲୀଙ୍କୁ ପ୍ରଦାନ କରାଯାଇଥିଲା, ଯଶୋବନ୍ତ ସଂସ୍କୃତି ସମ୍ମାନ ସାହିତ୍ୟିକ ଅବନୀ କୁମାର ମିଶ୍ର, ଯଶୋବନ୍ତ କଳା ସମ୍ମାନ କଣ୍ଠସ୍ଲୀପି ସିଜା ପଣ୍ଡା, ଯଶୋବନ୍ତ ସଂସ୍କୃତି ସେବା ସମ୍ମାନ କଣ୍ଠ ସ୍ଲିପି ରଶ୍ମିରଂଜନ ପଣ୍ଡା, ସ୍ମରଣିକା ନନ୍ଦ, ଯଶୋବନ୍ତ ସେବା ସମ୍ମାନ ଯୋଗ ଗୁରୁ ବାବା ପଞ୍ଚଦେବ, ହୃଷିକେଶ ସ୍ମୃତି ସମ୍ମାନ କଣ୍ଠସ୍ଲୀପି ସୌଭେନ୍ଦ୍ରି ଜେନା ଙ୍କୁ ଅର୍ପଣ କରାଯାଇଥିଲା ଶେଷରେ କଳା ଅନୁଷ୍ଠାନର ସଭାପତି ବିଜୟ ଦାସ ଧନ୍ୟବାଦ ଦେଇଥିଲେ l ସୁରସାଗର ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା l ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶ୍ରାଦ୍ଧ ଉଚ୍ଛବ କରାଯାଇଥିଲା l ଗ୍ରାମବାସୀ ଓ ଯଜ୍ଞ କମିଟି ପକ୍ଷରୁ ବିଶ୍ଵଶାନ୍ତି ମହାଜଜ୍ଞ କରାଯାଇଥିଲା l Categories: ଓଡ଼ିଶା, ଜଗତସିଂହପୁର, ହୋମ୍ Related Content ୫୯ତମ କୁମାର ଉତ୍ସବ ୨୦୨୬ : ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଉଦଯାପିତ by Proprietor Abhimanyu Maharana August 24, 2026 ୧୪୫ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ନୀରବ ସତ୍ୟାଗ୍ରହ ସଚେତନତା ପଦଯାତ୍ରା by Proprietor Abhimanyu Maharana August 24, 2026 ପିଚୁକୁଳିମଣ୍ଡଳ ବିଜେପି ପକ୍ଷରୁ ସମ୍ପର୍କ ପଦଯାତ୍ରା by Proprietor Abhimanyu Maharana August 24, 2026 ୧୪ ନମ୍ବର ଜୋନ କଂଗ୍ରେସ ସାଙ୍ଗଠନିକ ବୈଠକ by Proprietor Abhimanyu Maharana August 24, 2026 ୧୪ ନମ୍ବର ଜୋନ କଂଗ୍ରେସ ସାଙ୍ଗଠନିକ ବୈଠକ by Proprietor Abhimanyu Maharana August 24, 2026 ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର : ଓଡ଼ିଆ ବିଭାଗ ପକ୍ଷରୁ ନବାଗତା ଛାତ୍ରୀଙ୍କୁ ସ୍ୱାଗତ ଓ ପୁରାତନ ଛାତ୍ରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା by Proprietor Abhimanyu Maharana August 24, 2026