“ସରସ ସମ୍ମାନ” ରେ ସମ୍ମାନିତ ହେଲେ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀମତୀ ପୁଷ୍ପିତା ମିଶ୍ର
ସେ ଆଦି ଗୁରୁ ପଙ୍କଜ ଚରଣ ଦାସଙ୍କ ଶିଷ୍ୟା । ଗୁରୁ ଶ୍ରୀମତୀ ପୁଷ୍ପିତା ମିଶ୍ର ଙ୍କ ଦ୍ଵାରା ଭୁବନେଶ୍ଵର ଠାରେ ଓଡିଶୀ ନୃତ୍ୟ ଅନୁଷ୍ଠାନ କଳିଙ୍ଗାୟନ ତର୍ଯ୍ୟତକମ ପ୍ରତିଷ୍ଠା କରାଯାଇଛି । ସେ ICCR ଏବଂ IRCENର ଜଣେ ତାଲିକାଭୁକ୍ତ କଳାକାର, ସର୍ବୋଦୟ ଇଣ୍ଟରନ୍ୟାସନାଲ ଟ୍ରଷ୍ଟ, ଓଡ଼ିଶା ଚାପ୍ଟରର ଟ୍ରଷ୍ଟି ଏବଂ ଆଧିକାରିକ ସ୍ୱାକ୍ଷରକାରୀ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସିନିୟର ଫେଲୋସିପ୍ଧାରୀ ଏବଂ ଭୁବନେଶ୍ୱର ସଂଗୀତ ସର୍କଲର ସଦସ୍ୟ ।
Related Content
ଅସଦାଚରଣ କରି ଲହୁଲୁହାଣ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ
by
Proprietor Abhimanyu Maharana
August 24, 2026
ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ
by
Proprietor Abhimanyu Maharana
August 24, 2026
ଗଜପତି ଜିଲ୍ଲା ଅଡବା ପୋଲିସ ଦ୍ୱାରା ଅବୈଧ ଗୁଟଖା ନେଇ ଯାଉଥିବା କାମଧେନୁ ଘୋରେଇ ବାସରୁ ୭ କାର୍ଟୁନ୍ ଗୁଟଖା ବକ୍ସ ଜବତ
by
Proprietor Abhimanyu Maharana
August 24, 2026
ଖଣି ଓ ଖଣିଜ ପଦାର୍ଥ ବିକାଶ ଓ ନିୟମାବଳି ସଂଶୋଧନ ଆଇନ - 2026 ତୁରନ୍ତ ପ୍ରତ୍ୟାହାର ଦାବୀରେ ରଣପୁରରେ କଂଗ୍ରେସ, ସିପିଆଇ (ଏମ) ଓ ସମାଜବାଦୀ ପାର୍ଟି ତରଫରୁ ପ୍ରତିବାଦ
by
Proprietor Abhimanyu Maharana
August 24, 2026
ଅଚାନକ ବିଦ୍ୟାଳୟ ପରିଦର୍ଶନ କଲେ ନୂଆଗାଁ ବ୍ଲକ୍ ଶିକ୍ଷା ଅଧିକାରୀ
by
Proprietor Abhimanyu Maharana
August 24, 2026
ଚୋରା ବନ୍ଧୁକ କାରବାର ଅଭିଯୋଗରେ ୩ ଗିରଫ,୪ ଟି ଦେଶୀ ବନ୍ଧୁକ ଜବତ
by
Proprietor Abhimanyu Maharana
August 24, 2026