ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ତୁରେକେଲା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ସହ ଦୁଷ୍କର୍ମ ଅଭିଯୋଗ ଆସିଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।ସୂଚନା ଅନୁଯାୟୀ, ତୁରେକେଲା ଥାନା ଅନ୍ତର୍ଗତ ବଡ଼ବାଙ୍କି ଗାଁ ର ଜଣେ ନାବାଳିକା କୁ ନୂଆପଡା ଜିଲ୍ଲା ଖରିଆର ଥାନା ଚନାବେଡା ଗାଁର ପଦ୍ମ ଚରଣ ଭୋଇ (୧୯) ଅପହରଣ କରି ଦୁଷ୍କର୍ମ କରିଥିବା ଲିଖୂତ ଅଭିଯୋଗ ନାବାଳିକା ଥାନାରେ କରିଥିଲେ ।
