ଭାରତୀୟ ଯୋଗ ସଂସ୍ଥାନ ଓ ଗ୍ଲୋରିଅସ୍ ଫାଉଣ୍ତେସନ୍ ର ମିଳିତ ଆନୁକୂଲ୍ୟରେ ନିଶୁଳ୍କ ଯୋଗ ମାଧ୍ୟମରେ ମହିଳା ରୋଗ ନିବାରଣ ଶିବିର ର ଉଦ୍ଘାଟନ କରିଲେ – ବିଧାୟକ ବାବୁ ସିଂ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଏକାମ୍ର ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ଖଣ୍ଡଗିରି ସ୍ଥିତ ପାନ୍ତିକ ମଧ୍ୟରେ ଦୁଇ ଦିନ ବ୍ୟାପୀ ଭାରତୀୟ ଯୋଗ ସଂସ୍ଥାନ ଓ ଗ୍ଲୋରିଅସ୍ ଫାଉଣ୍ତେସନ୍ ର ମିଳିତ ଆନୁକୂଲ୍ୟରେ ନିଶୁଳ୍କ ଯୋଗ ମାଧ୍ୟମରେମହିଳା ରୋଗ ନିବାରଣ ନିମନ୍ତେ ଯୋଗ ଶିବିର କୁ ଏକାମ୍ର ବିଧାୟକ ବାବୁ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥଲେ । ଏହି କାର୍ଯ୍ୟକ୍ରମ ରେ ଗ୍ଲୋରିଅସ୍ ଫାଉଣ୍ତେସନ୍ ର ଅଧ୍ୟକ୍ଷା ସୁମିତ୍ରା ଆଚାର୍ଯ୍ୟ,କର୍ପୋରେଟର ସୁଜାତା ଛୋଟରାୟ, ମଧୁସ୍ମିତା ପଟ୍ଟନାୟକ, ସୁଚିତ୍ରା ପାତ୍ର, ଆରତୀ ଭୁଇଆ, ପଞ୍ଚାବନ ଭାଇ । ଏହି ଯୋଗ ଶିବିରରେ ଯୋଗ ଦେଇଥିଲେ । ଆସନ୍ତା ୨୨ ନଭେମ୍ବର ରେ ପଯ୍ୟନ୍ତ ଏହି ଯୋଗ ଶିବିର ଅନୁଷ୍ଠିତ ହେବ ।

Exit mobile version