କୃଷକ ଉତ୍ପାଦକ ଗୋଷ୍ଠୀଙ୍କର ଜ଼ିଲ୍ଲା ସ୍ତରୀୟ ତାଲିମ ଶିବିର ।

ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ର କୃଷି. ଉଦ୍ୟାନ , ଜଳ ଛାୟା ପ୍ରକଳ୍ପ, ପ୍ରାଣୀ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ମାନେ ଅଂଶ ଗ୍ରହଣ କରି କୃଷକ ଉତ୍ପାଦକ ସଙ୍ଘ ଗୁଡିକ ସଶକ୍ତ କରିବା ସଂଗେ ସଂଗେ କୃଷକ ଉତ୍ପାଦନ ବୃଦ୍ଧି , ପ୍ରକ୍ରିୟାକରଣ ଓ ବଜ଼ାର ସଂଯୋଗ ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବୈଜ୍ଞାନିକ ଜାନୁଆରୀୟସ କୁଜୁର ଧନ୍ୟବାଦ ଅର୍ପଣ କରିଥିଲେ ।
Related Content
Odia Entrepreneur led Ethos Global unveils PHANTOME, an Energy Drink for Fast Moving Generation
by
Proprietor Abhimanyu Maharana
April 29, 2026
ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ
by
Proprietor Abhimanyu Maharana
April 29, 2026
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା
by
Proprietor Abhimanyu Maharana
April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ
by
Proprietor Abhimanyu Maharana
April 29, 2026
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ
by
Proprietor Abhimanyu Maharana
April 29, 2026
ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର
by
Proprietor Abhimanyu Maharana
April 29, 2026