ଓଡ଼ିଶାରେ ୨୫,୬୭,୭୭୭ ଟି ନମୁନା ପରୀକ୍ଷା କରାଯାଇଛି,୧,୬୨,୯୨୦ ଜଣ ପଜିଟିଭ୍‌ ଚିହ୍ନଟ,୧,୨୯,୮୫୯ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ,୬୫୬ ଜଣ ରୋଗୀଙ୍କର ମୃତ୍ୟୁ ।

ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା – ଆଜି ୪୧୨୧ ଜଣ କୋଭିଡ୍‌ରୁ ସୁସ୍ଥ ହେବା ସହ ଓଡ଼ିଶା ଗୋଟିଏ ଦିନରେ ସର୍ବାଧିକ ବ୍ୟକ୍ତି କୋଭିଡ୍‌ରୁ ଆରୋଗ୍ୟ ଲାଭ କରିଛନ୍ତି । ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୨୫,୬୭,୭୭୭ ଟି ନମୁନା । କୋଭିଡ୍‌-୧୯ ପରୀକ୍ଷା କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ସମୁଦାୟ ୧,୬୨,୯୨୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ୧,୨୯,୮୫୯ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି /ଡାକ୍ତରଖାନାରୁ ଫେରିଛନ୍ତି । ୬୫୬ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୩୨,୩୫୨ ରହିଛି । ୩୬,୪୭୩ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ।

Exit mobile version