ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅଭିଯୋଗ, ବ୍ଲକ ଅଧ୍ୟକ୍ଷାଙ୍କୁ ଅଣଦେଖା
ପଞ୍ଚାୟତ ନିର୍ବାହୀ ଅଧିକାରୀ ଲମ୍ବୋଦର ଗୌଡ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉଲ୍ଲେଖନୀୟ ବିଷୟ ହେଲା ଯେ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଗୁଡିକରେ ବ୍ଲକ ପ୍ରଶାସନ ପକ୍ଷରୁ କେଉଁ ଅଦୃଶ୍ୟ କାରଣରୁ ବ୍ଳକ୍ ଅଧ୍ୟକ୍ଷାଙ୍କୁ ଅବହେଳା ଓ ଅଣଦେଖା କରାଯାଉଥିବା ପଞ୍ଚାୟତ ସ୍ତରରେ ଆଲୋଚନା ହେଉଛି ।
Related Content
ଆନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ଦିନରେ "ଶକ୍ତି ସ୍ୱରୂପିଣୀ'' କାର୍ଯ୍ୟକ୍ରମ
by
Proprietor Abhimanyu Maharana
March 8, 2026
ହାଇୱା ଗାଡି ଧକ୍କାରେ ତିନି ଯୁବକ ମୃତ୍ୟୁ
by
Proprietor Abhimanyu Maharana
March 8, 2026
ସ୍ୱାଧୀନତା ସଂଗ୍ରାମୀ ବୈକୁଣ୍ଠ ନାଥ ଦାସଙ୍କ ବିୟୋଗରେ ଶୋକ
by
Proprietor Abhimanyu Maharana
March 8, 2026
ଡ଼ଃ ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ, ବ୍ୟାନରକୁ ଚିରିଦେଲେ ଦୁର୍ବୃତ୍ତ, ତୁରନ୍ତ ଗିରଫ ପାଇଁ ଦାବୀ
by
Proprietor Abhimanyu Maharana
March 8, 2026
ଇରାନ ଉପରେ ଆମେରିକାର ଆକ୍ରମଣ ବିରୁଦ୍ଧରେ ସିପିଆଇର ବିକ୍ଷୋଭ
by
Proprietor Abhimanyu Maharana
March 8, 2026
ରଞ୍ଜନ ସରଙ୍ଗୀ ନବମ ସଂସ୍କରଣରେ ରକ ଷ୍ଟାର ବିଜୟୀ ହୋଇ ଫାଇନାଲରେ ପ୍ରବେଶ
by
Proprietor Abhimanyu Maharana
March 8, 2026