Home ଓଡ଼ିଶା ରାଜଧାନୀ ପୁସ୍ତକମେଳା ରେ ଡ଼ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚିତ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ଭୁବନେଶ୍ୱରର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଭୁବନେଶ୍ୱରର ସହିଦନଗର ପୂଜା ମଣ୍ଡପ ଠାରେ 25 ତମ ରାଜଧାନୀ ପୁସ୍ତଜ ମେଳା ଓ ଏକାମ୍ର ପୁସ୍ତକ ଉତ୍ସବ ଉଦଘାଟିତ ହୋଇ ଯାଇଛି ¡ ବିଶିଷ୍ଟ ସାହିତ୍ୟିକ ଡ଼ ଶାନ୍ତନୁ ଆଚାର୍ଯ୍ୟ ଉଦଘାଟକ ଭାବେ ଯୋଗ ଦେଇଥିଲା ବେଳେ ଶ୍ରୀମତୀ ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି, ଡ଼ ପୀତବାସ ରାଉତରାୟ ମୁଖ୍ୟ ବକ୍ତା, ଡ଼ ଅଭୟ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ପୁସ୍ତକ ମେଳାର ସଭାପତି ଡ଼ ଉପେନ୍ଦ୍ର କୁମାର ଜେନା ଅଧ୍ୟକ୍ଷତା କରିଥିଲା ବେଳେ ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ ବିବରଣୀ ପାଠ କରିଥିଲେ | ସାହିତ୍ୟ ସମାଜର ଦର୍ପଣ | ସମାଜକୁ ଗଢିବାକୁ ହେଲେ ବଳିଷ୍ଠ ସାହିତ୍ୟ ଲେଖା ହେବାର ଆବଶ୍ୟକତା ଅଛି | ଏଥିପାଇଁ ଲେଖକ ପ୍ରକାଶକ ଓ ପାଠକ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଉପସ୍ଥିତ ବକ୍ତାମାନେ କହିଥିଲେ | ଏହି ଅବସରରେ କନ୍ଧମାଳର ବିଶିଷ୍ଠ ସାହିତ୍ୟିକ ତଥା କମଳା ପ୍ରକାଶିନୀର ପ୍ରତିଷ୍ଠାତା ଙ୍କ ଏକ ଆଧ୍ୟାତ୍ମିକ ପୁସ୍ତକ “ଐତରୀୟ ଓ,ପ୍ରଶ୍ନ ଉପନିଷଦ” ଉନ୍ମୋଚିତ ହୋଇଥିଲା | ଏହା ପୂର୍ବରୁ ଲେଖାଙ୍କ 55 ରୁ ଉର୍ଦ୍ଧ୍ୱ ପୁସ୍ତକ ପ୍ରକାଶିତ ହୋଇ ସରିଛି | ସେ ଓଡ଼ିଶାର ଜଣେ ଆଗଧାଡିର ସାହିତ୍ୟିକ | ବରିଷ୍ଠ ଶିଶୁ ସାହିତ୍ୟିକ ତଥା କମଳା ପ୍ରସକାଶିନୀର ଉପ ସଭାପତି ଶ୍ରୀ କୈଳାସ ଚନ୍ଦ୍ର ଧଳ ଉପସ୍ଥିତ ରହି ଉନ୍ମୋଚନ ପର୍ବରେ ସହଯୋଗ କରିବା ସହ ଡ଼ ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ନେପାଳ ପାଇଁ ପ୍ରାର୍ଥନା ମାନବିକତା ପାଇଁ ଏକ ବାଲୁକା ଆନିମେସନ by Proprietor Abhimanyu Maharana August 28, 2026 ବିକଶିତ ଭାରତ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ। ଯୁବ ଶକ୍ତି ର ଉନ୍ମେଷ ହିଁ ବିକଶିତ ଭାରତର ପରିଚୟ ହେବ : ସାଂସଦ ଡ ତରାଇ by Proprietor Abhimanyu Maharana August 28, 2026 ଜଟଣୀରେ ଇଦ୍-ଏ-ମିଲାଦ୍-ଉନ୍-ନବୀ' ଧୁମ ଧାମରେ ପାଳିତ by Proprietor Abhimanyu Maharana August 28, 2026 ନବୀନ ନିବାସ ରେ ରକ୍ଷାବନ୍ଧନ ପର୍ବ by Proprietor Abhimanyu Maharana August 28, 2026 ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଏକ ପ୍ରଦର୍ଶନୀ ଫୁଟବଲ୍ ପ୍ରତିଯୋଗୀତା by Proprietor Abhimanyu Maharana August 27, 2026 Vedanta Aluminium Coal Mines Brings Solar-Powered Lighting to 22,000 Residents Across Jharsuguda and Sundargarh Districts under Project Jyoti by Proprietor Abhimanyu Maharana August 27, 2026