ଗଜପତି ଜିଲ୍ଲାର ରାୟଗଡ ଠାରେ ଆର.ଏସ. ଏସର ଶତାବ୍ଦୀ ବର୍ଷ ଅବସରରେ ଯୁବ ସମ୍ମିଳନୀ ଅନୁଷ୍ଠିତ

ଖଣ୍ଡ ସଙ୍ଘ ଚାଳକ ନରେଶ ଶବର, ଜିଲ୍ଲା ବୌଦ୍ଧିକ ପ୍ରମୁଖ ରାମଚନ୍ଦ୍ର ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ । ବ୍ଲକର ବିଭିନ୍ନ ଗ୍ରାମରୁ କୃଷକ,ବ୍ୟବସାୟୀ ମିଶି ୧୬୦ ଜଣ , ବିଦ୍ୟାର୍ଥି ୧୩୦ ଜଣଙ୍କ ସହ ମୋଟ ପ୍ରାୟ ୩୫୦ ଜଣ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ । କାର୍ଯ୍ୟକ୍ରମକୁ ଖଣ୍ଡ କାର୍ଯ୍ୟବାହ ଭୀମ ଶବର ପରିଚାଳନା କରିଥିଲେ l
Related Content
ଏଥୋସ ଗ୍ଲୋବାଲ ପକ୍ଷରୁ ଏନର୍ଜି ଡ୍ରିଙ୍କ ଫ୍ୟାନ୍ଟୋମ୍ ର ବଜାର ପ୍ରବେଶ
by
Proprietor Abhimanyu Maharana
April 29, 2026
Odia Entrepreneur led Ethos Global unveils PHANTOME, an Energy Drink for Fast Moving Generation
by
Proprietor Abhimanyu Maharana
April 29, 2026
ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ
by
Proprietor Abhimanyu Maharana
April 29, 2026
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା
by
Proprietor Abhimanyu Maharana
April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ
by
Proprietor Abhimanyu Maharana
April 29, 2026
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ
by
Proprietor Abhimanyu Maharana
April 29, 2026