ଗଜପତି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ମୋହନା ପୋଲିସ ଗତକାଲି ପେଟ୍ରୋଲି କରୁଥିବା ସମୟରେ ମୋହନା ବ୍ଲକର ରାଇସିଂ ଛକରେ ଦେଢ଼ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି l ଏଥିରେ ମୋହନା ପୁଲିସ ଗଞ୍ଜେଇ ଚୋରାଚାଲାଣରେ ଅଭିଯୋଗରେ କେରଳ ୩ ଆନ୍ତଃରାଜ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି l
