Home ଓଡ଼ିଶା ଶ୍ରୀ ଶ୍ରୀ ସତ୍ୟ ନାରାୟଣ ପାଲା ସଂସ୍କୃତି ବାହକ ଯୁବ ଗାୟକ ଓ କଳାକାର ମହାସଙ୍ଘ ଓଡିଶା ର ବନ୍ଧୁ ମିଳନ ତଥା ସମ୍ବିଳନୀ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଛତିଆ ନିକଟ ଜରିପଡା, ଗୋବିନ୍ଦପୁର, ଅଞ୍ଚଳ ରସିକନଗର ଗ୍ରାମ ରେ ଶ୍ରୀ ଶ୍ରୀ ସତ୍ୟ ନାରାୟଣ ପାଲା ସଂସ୍କୃତି ବାହକ ଯୁବ ଗାୟକ ଓ କଳାକାର ମହାସଙ୍ଘ ଓଡିଶା ର ବନ୍ଧୁ ମିଳନ ତଥା ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା । ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ଦେବରାଜ ପଣ୍ଡା, ସଭାପତି ଶ୍ରୀଯୁକ୍ତ ଅଭିମନ୍ୟୁ ସାହୁ ସମ୍ପାଦକ ଶ୍ରୀଯୁକ୍ତ ସତ୍ୟବ୍ରତ କର ଉପ ସଭାପତି ସୁଶୀଲ ମହାରଣା ସହ ସମ୍ପାଦକ ଜଗନ୍ନାଥ ମହାନ୍ତ କୋଷାଧକ୍ଷ ରଞ୍ଜନ କୁମାର ସାମଲ ସଂଗଠନ ସମ୍ପାଦକ ଅଜୟ ଜେନା ସଂଯୋଜକ ଭବାନୀ ଜେନା,ସମେତ ସଂଘ ର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ। ଦୁଇ ଦିନ ଧରି କାର୍ଯ୍ୟକ୍ରମ ରେ 8 ଜଣ ଗାୟକ ପାଲା ପାଲା ପରିବେଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ରାଜ୍ୟ ପାଲା ସଂଘ ର ଅଭିବକ୍ତ କଟକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ ଆଚାର୍ଯ୍ୟ, ଅର୍ଥ ସମ୍ପାଦକ ସନ୍ତୋଷ ପଟନାୟକ, ଉପଦେଷ୍ଟା ବସନ୍ତ ସ୍ୱାଇଁ, ତୁଳସୀ ରାମ ଜଗତ, ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l Categories: ଓଡ଼ିଶା, କଟକ, ମହାନଗର, ହୋମ୍ Related Content ଦେଶର ଅଗ୍ନିବୀର ପରୀକ୍ଷାରେ ଓଡ଼ିଶା ଯୁବ ପ୍ରଶିକ୍ଷଣ ଏକାଡ଼େମୀରେ ସଫଳତା ପାଇଥିବା ପ୍ରାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ସଭା by Proprietor Abhimanyu Maharana August 28, 2026 OJPT Felicitates Agniveer Success Stories; First Batch of 2026 Records 100% Success by Proprietor Abhimanyu Maharana August 28, 2026 ସକ୍ଷମ ଦ୍ୱାରା ଦିବ୍ୟାଙ୍ଗ ସଶକ୍ତିକରଣ ଶିବିର ଆୟୋଜନ by Proprietor Abhimanyu Maharana August 28, 2026 Saksham hosts Disabled Empowerment Camp by Proprietor Abhimanyu Maharana August 28, 2026 ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର by Proprietor Abhimanyu Maharana August 28, 2026 ନେପାଳ ପାଇଁ ପ୍ରାର୍ଥନା ମାନବିକତା ପାଇଁ ଏକ ବାଲୁକା ଆନିମେସନ by Proprietor Abhimanyu Maharana August 28, 2026