ସ୍ରୃଜନୀ ଶିଶୁ ନାଟ୍ୟ ମହୋତ୍ସବରେ ତୁ ମୋ ଆଖିର ତାରା ମଞ୍ଚସ୍ଥ
ଅନିତା ପ୍ରଧାନ, କଣ୍ଢେଇ ଦାସ ପ୍ରମୁଖ ଅଭିନୟ କରିଥିଲେ। ସଙ୍ଗୀତ ନିର୍ଦ୍ଦେଶନା ରେ ଥିଲେ ବିଜୟ କୁମାର ସେଠି ଓ କଣ୍ଠଦାନ କରିଥିଲେ ଲକ୍ଷ୍ମୀ ଧର ସାହୁ ଓ ସୋଜାଲିନ୍ ଅରିଶଲ। କାହାଣୀ ଟି ସାମ୍ପ୍ରତିକ ସମାଜରେ ଵ୍ରୃଦ୍ଧ ମାତାଙ୍କୁ ପରିବାର ଦ୍ବାରା ଅନାଦର ଓ ଜନୈକ ଶିଶୁ ଏହା ବିରୁଦ୍ଧରେ ସ୍ବର ଉତ୍ତୋଳନ କରି କୁପଥଗାମୀ ଦ୍ଵିତୀୟ ପୀଢ଼ି ର ବ୍ୟକ୍ତି ଙ୍କ ମନରେ ଚେତନା ସ୍ରୃଷ୍ଟି କରିବା ଉପରେ ଆଧାରିତ ଥିଲା।
Related Content
ସୁଭଦ୍ରା ୫ କିସ୍ତି ଅର୍ଥ ପ୍ରଦାନ। ପୁରୀ ଜିଲ୍ଲାର ୪୨୨୧୧୨ ହିତାଧିକାରୀ ଉପକୃତ : ମହିଳା ସଶକ୍ତ ହେଲେ ସମାଜ ସୁଦୃଢ଼ ହେବ - ରାଜସ୍ୱ ମନ୍ତ୍ରୀ
by
Proprietor Abhimanyu Maharana
August 28, 2026
ଦେଶର ଅଗ୍ନିବୀର ପରୀକ୍ଷାରେ ଓଡ଼ିଶା ଯୁବ ପ୍ରଶିକ୍ଷଣ ଏକାଡ଼େମୀରେ ସଫଳତା ପାଇଥିବା ପ୍ରାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ସଭା
by
Proprietor Abhimanyu Maharana
August 28, 2026
OJPT Felicitates Agniveer Success Stories; First Batch of 2026 Records 100% Success
by
Proprietor Abhimanyu Maharana
August 28, 2026
ସକ୍ଷମ ଦ୍ୱାରା ଦିବ୍ୟାଙ୍ଗ ସଶକ୍ତିକରଣ ଶିବିର ଆୟୋଜନ
by
Proprietor Abhimanyu Maharana
August 28, 2026
Saksham hosts Disabled Empowerment Camp
by
Proprietor Abhimanyu Maharana
August 28, 2026
ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର
by
Proprietor Abhimanyu Maharana
August 28, 2026