ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (MSME) ବିଭାଗ ପକ୍ଷରୁ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ (MSME) କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ ତ୍ବରାନ୍ବିତ କରିବା (RAMP) ର BDSP ହସ୍ତକ୍ଷେପ ଅଧୀନରେ ଗୁଣବତ୍ତା ପ୍ରମାଣନ (ZED/LEAN/ISO) ଉପରେ ଏକ ଦିନିକିଆ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ISO, LEAN, ଏବଂ ZED ଭଳି ଗୁଣବରା ପ୍ରମାଣପତ୍ର ଦେଇ ଗଜପତିରେ MSME ଗୁଡ଼ିକୁର କ୍ଷମତା ଏବଂ ପ୍ରତିଯୋଗିତା ମୂଳକ ବୃଦ୍ଧି କରି ସଶକ୍ତ କରିବା ।

ଏହି କର୍ମଶାଳାକୁ ଅତିରିକ୍ତ ଜିଲ୍ଲା ଶ୍ରୀଯୁକ୍ତ ଫାଲଗୁନୀ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଭାଗର କାର୍ଯ୍ୟକ୍ଷମ ଉତ୍କର୍ଷତା ଏବଂ ବଜାର ପ୍ରତିଯୋଗିତା।ମୂଳକ ପରିଚାଳନାରେ ଗୁଣବତ୍ତାର ପ୍ରମାଣପତ୍ରର ଗୁରୁତ୍ବ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।ସେହିପରି ଉପ ନିର୍ଦ୍ଦେଶକ ଜାତୀୟ ଉତ୍ପାଦକତା ପରିଷଦର ବିଶେଷଜ୍ଞ ଶ୍ରୀ ଶ୍ୟାମ ପ୍ରସାଦ ନିଜ ଅଭିଭାଷଣରେ କହିଥିଲେ ସାର୍ଟିଫିକେସନ୍ ପ୍ରକ୍ରିୟା ଉପରେ ବ୍ୟାପକ ମାର୍ଗଦର୍ଶନ ପ୍ରଦାନ କରଯାଇଛି ବ୍ୟବହାରିକ ପଦକ୍ଷେପ, ଲାଭ ଏବଂ (MSME) କାର୍ଯ୍ୟ ମଧ୍ଯରେ ଗୁଣାତ୍ମକ ମାନକକୁ ସମନ୍ବିତ କରିବାର ପରିବର୍ତ୍ତନକାରୀ ପ୍ରଭାବ ଉପରେ ଆଲୋକପାତ କରିଥିଲେ। ଶୂନ୍ୟ ତ୍ରୁଟି,
